Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଡାକ୍ତରୀ ଛାତ୍ରୀ ଘଟଣାରେ ଭୀମସେନ ଟୁଡ଼ୁଙ୍କ ଜାମିନ ଆବେଦନ ଖାରଜ

ଡାକ୍ତରୀ ଛାତ୍ରୀ ଘଟଣାରେ ଭୀମସେନ ଟୁଡ଼ୁଙ୍କ ଜାମିନ ଆବେଦନ ଖାରଜ

Odisha News Lens 2 weeks ago

ଭୁବନେଶ୍ବର: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଭୀମସେନ ଟୁଡ଼ୁଙ୍କ ଜାମିନ ଆବେଦନ ଖାରଜ। ଏଭଳି ଘଟଣାର ସାମାଜିକ ପ୍ରଭାବ ପ୍ରସଙ୍ଗ ଓ ଅଭିଯୁକ୍ତଙ୍କ ବିରୋଧରେ ଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ଅଦାଲତ ଜାମିନ ଦେବାକୁ ମନା କରିଛନ୍ତି। ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଚାକିରୀରୁ ବିଦା ହୋଇଛନ୍ତି ଗିରଫ ପ୍ରେମିକ OTAS ଅଧିକାରୀ ଭୀମସେନ ଟୁଡୁ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens