Dailyhunt
ରିଲସ୍ କରିବା ବେଳେ ଭାସିଗଲେ ଯୁବକ

ରିଲସ୍ କରିବା ବେଳେ ଭାସିଗଲେ ଯୁବକ

Odisha News Lens 2 weeks ago

ଦ୍ରକ : ରିଲସ୍ କରିବା ପଡ଼ିଲା ମହାଙ୍ଗା। ରିଲସ୍ ପାଇଁ ଚାଲିଗଲା ଜୀବନ । ସାଳନ୍ଦୀ ନଦୀକୁ ଡେଇଁ ରିଲସ୍ କରିବା ବେଳେ ଭାସିଗଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକରେ। ସନ୍ତିଆ ବ୍ରିଜ ଉପରୁ ଡେଇଁବା ବେଳେ ଭାସି ଯାଇଥିଲେ ୨ ଯୁବକ। ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ଯୁବକଙ୍କୁ ଅଗ୍ନିଶମ ଟିମ୍ ଖୋଜାଖୋଜି କରୁଛି।

ରିଲ୍ସ ସୁଟିଂ କରୁଥିବା ପିଲାଙ୍କୁ ଅଟକ ରଖାଯାଇଛି।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens