Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ତାମିଲନାଡୁରୁ ଓଡିଶା ଫେରିଲେ ୧୦ ଶ୍ରମିକ

ତାମିଲନାଡୁରୁ ଓଡିଶା ଫେରିଲେ ୧୦ ଶ୍ରମିକ

Odisha News Lens 3 weeks ago

କେନ୍ଦୁଝର: ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଂଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ କେନ୍ଦୁଝରର ୧୩ଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା ପରେ ଶନିବାର ପୁଣି ୧୦ ଜଣ ଶ୍ରମିକ ଘରକୁ ଫେରିଛନ୍ତି । ଭୁବନେଶ୍ୱର ରୁ ସ୍ୱତନ୍ତ୍ର ଗାଡିରେ କେନ୍ଦୁଝର ଫେରିଛନ୍ତି ।

ପୂର୍ବରୁ ଜୁନ ମାସ ୨୭ ତାରିଖରେ ୫୮ଜଣ ଶ୍ରମିକ କେନ୍ଦୁଝର ଫେରିଥିଲେ । ଶନିବାର ଫେରିଥିବା ଶ୍ରମିକ ମଧ୍ୟରୁ ବାଂଶପାଳ ବ୍ଲକର ୭ଜଣ,ତେଲକୋଇ ବ୍ଲକର ଜଣେ ଏବଂ ହରିଚନ୍ଦନପୁର ବ୍ଲକର ୨ଜଣ ଶ୍ରମିକ ଫେରିଛନ୍ତି ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens