ରିପୋର୍ଟ : ଶିବ ବିଶୋଇ
କୋରାପୁଟ, (୨୪/୦୧) : ପୁଣି ମାଛକୁଣ୍ଡ ପଲିସ କୁ ବଡ଼ସଫଳତା । ଗଛିତ ରଖାଯାଇଥିବା ୧୨୩ ଗଞ୍ଜେଇ ଜବତ କରିଛି ଲମତାପୁଟ ଏବଂ ମାଛକୁଣ୍ଡ ପଲିସ ।
ବିଶେଷ ସୂତ୍ର ରୁ ଖବର ପାଇ ବାଲେଲ ଗ୍ରାମ ରେ ତ୍ରିନାଥ ଖରା ଙ୍କ ଘରେ ସ୍ଥାନୀୟ ମାଜିଷ୍ଟେଡ଼ ଉପସ୍ଥିତ ରେ ଘର ଚାବି ଭାଙ୍ଗି ଘରକୁ ଯାଞ୍ଚ କରିବା ବେଳେ ୫ଟି ବସ୍ଥାରେ ଗଞ୍ଜେଇ ଥିବା ପାଇଥିଲା । ଘଟଣା ସ୍ଥଳରୁ ତ୍ରିନାଥ ଫେରାର ହୋଇଯାଇଥିବା ବେଳେ ଗଞ୍ଜେଇ ଜବତ କରିଛି ପଲିସ । ଏହାର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ ବୋଲି ପଲିସ ସୂଚନା ଦେଇଛି ।
No Internet connection |