ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨/୧୨) : ପୁଣି ବୌଦ୍ଧ ଜିଲ୍ଲାରେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ର ଦୁର୍ନୀତି ଗନ୍ଧ । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ତଳଗାଁ ପଞ୍ଚାୟତ ର ବିଭିନ୍ନ ସମସ୍ୟା କୁ ନେଇ ଆଜି ପଞ୍ଚାୟତ ବାସୀ ଦୀର୍ଘ ୩ ଘଣ୍ଟା କାଳ ଟାଇଁ ଟାଇଁ ଖରାରେ ବି ଡି ଓ ଙ୍କୁ ଅଟକ ରଖି ପଞ୍ଚାୟତ ର ମୁଖ୍ୟ ସମସ୍ୟା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ନାମ ଥିବା ଯୋଗ୍ୟ ହିତାଧିକାରୀଙ୍କୁ କାଟି ଅଯୋଗ୍ୟ ହିତାଧିକାରୀଙ୍କୁ ସେହି ସ୍ଥାନ ରେ ପୁରାଇଥିବା ଅଭିଯୋଗ କରିଛନ୍ତି । ପୁଣି ବାର୍ଦ୍ଧକ୍ୟ ବୁଢାବୁଢୀ ମାନଙ୍କ ଦୁଃଖ କହିଲେ ନସରେ ।
ବୌଦ୍ଧ ଜିଲ୍ଲାରେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ର ଦୁର୍ନୀତି । କେବେ ପଞ୍ଚାୟତ କର୍ଯ୍ୟାଳୟକୁ ତ କେବେ ବ୍ୟାଙ୍କ କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ସାରିଲେଣି ।
No Internet connection |