ODISHA NEWS
ODISHA NEWS@odishanews

ଦିବ୍ୟ ଉର୍ଯ୍ୟା ରକ୍ତ ଦାତା ସେବା ସଂଘ ଓ ପତାଞ୍ଜଳୀ ପରିବାର ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ଦିବ୍ୟ ଉର୍ଯ୍ୟା ରକ୍ତ ଦାତା ସେବା ସଂଘ ଓ ପତାଞ୍ଜଳୀ ପରିବାର ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ
  • 61d
  • 23 shares

ରିପୋର୍ଟ : ପ୍ରେମାନନ୍ଦ ନାଏକ
ସୁବର୍ଣ୍ଣପୁର, (୨୫/୦୧) : ସୁବର୍ଣ୍ଣପୁର ଜିଲ୍ଲାର ରକ୍ତ କେନ୍ଦ୍ର ଠାରେ ଦିବ୍ୟ ଉର୍ଯ୍ୟା ରକ୍ତ ଦାତା ସେବା ସଂଘ ଓ ପତଞ୍ଜଳୀ ପରିବାର ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । 

ଦିବ୍ୟ ଉର୍ଯ୍ୟା ରକ୍ତ ଦାତା ସେବା ସଂଘ ଓ ପତାଞ୍ଜଳୀ ପରିବାର ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ । ଜିଲ୍ଲା ଯୁବ ଭାରତ ପ୍ରଭାରୀ ସତ୍ୟବାନ୍ ମିଶ୍ର, ଓଡିଶା ଡ୍ରାଇଭର ମହାସଂଘ ଜିଲ୍ଲା ଉପ ସଭାପତି ଜ୍ୟୋତି ରଞ୍ଜନ ପ୍ରଧାନ ରକ୍ତ ଦାନ ର ଉପକାରିତା ଓ ଉଭୟ ମହାପୁରୁଷ ଙ୍କ ଚିତ୍ର ରେ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ । ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ୍ ପଣ୍ଡା ଙ୍କ ନେତୃତ୍ବରେ ଆଗାମୀ ଦିନରେ ରକ୍ତ ଦାନ ଆନ୍ଦୋଳନ କୁ ପତଞ୍ଜଳୀ ଯୁବ ଭାରତ ପ୍ରଭାରୀ ସତ୍ୟବାନ୍ ମିଶ୍ର ପ୍ରଶଂସା କରିଥିଲେ ।

No Internet connection

Link Copied