ODISHA NEWS
ODISHA NEWS@odishanews

ମୁଖ୍ୟମନ୍ତ୍ରୀ ଙ୍କ ଫୋଟୋ ଚିତ୍ର ଆଙ୍କି ଚର୍ଚ୍ଚାରେ କୁନି ଛାତ୍ର ରିସବ

ମୁଖ୍ୟମନ୍ତ୍ରୀ ଙ୍କ ଫୋଟୋ ଚିତ୍ର ଆଙ୍କି ଚର୍ଚ୍ଚାରେ କୁନି ଛାତ୍ର ରିସବ
  • 67d
  • 00

ରିପୋର୍ଟ : ସୁଶାନ୍ତ ବେହେରା 
ବୌଦ୍ଧ, (୨୨/୦୯) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର 5T ଅନ୍ତର୍ଭୁକ୍ତ ବାଉଁସୁଣୀ ଉଚ୍ଚ ବିଦ୍ୟାଳୟ ର ନବମଶ୍ରେଣୀର ଛାତ୍ର ଙ୍କ ପ୍ରତିଭା ଆଜି ଚର୍ଚ୍ଚା ପାଲିଟିଛି ।

କୁନି ଛାତ୍ର ରିସବ କୁମାର ମେହେର ନିଜ ହାତରେ ଆମ ମୁଖ୍ୟମନ୍ତ୍ରୀ ଶ୍ରୀମାନ ନବୀନ ପଟ୍ଟନାୟକ ଙ୍କ ତୈଳ ଫୋଟୋ ଚିତ୍ର ଅଙ୍କିଛନ୍ତି । ଏହି ଖବର ପ୍ରସାର ପରେ କଣ୍ଟାମାଳ ବିଧାୟକ ମହୀଧର ରଣା ଏବଂ ମନମୁଣ୍ଡା ର ସମାଜସେବୀ ପ୍ରକାଶ ମେହେର କୁନି ପ୍ରତିଭା ଛାତ୍ର ଙ୍କ ବିକଶିତ ପ୍ରତିଭା କୁ ଶୁଭେଚ୍ଛା ଜଣାଇଛନ୍ତି ।

No Internet connection

Link Copied