Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପବିତ୍ର ନାଇକ ଙ୍କ ଆକାଳ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି

ପବିତ୍ର ନାଇକ ଙ୍କ ଆକାଳ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି

ODISHA NEWS 1 month ago

ସୁବର୍ଣ୍ଣପୁର, (୦୩/୦୮) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅରିଗାଁ ଗ୍ରାମର ଭାଜପା ରାଜ୍ୟ ଯୁବମୁର୍ଚ୍ଚା ସମ୍ପାଦକ ସୌମ୍ୟରଞ୍ଜନ ନାଇକ (ଆକାଶ)ଙ୍କ ବାପା ପବିତ୍ର ନାଇକ(୫୬) ଙ୍କ ଗତକାଲି ବିଲମ୍ବିତ ରାତୀରେ କଟକ ଏସସିବି ଡ଼ାକ୍ତର ଖାନାରେ ଚିକିତ୍ସାଧିନ ଅବସ୍ତାରେ  ଅକାଳ ବିଯୋଗ ଘଟିଛି । 

ଏହି ଖବର ପ୍ରଚାର ହେବାପରେ ଅଞ୍ଚଲରେ ଶୋକର ଛାୟା ଖେଲିଯାଇଛି । ସୁଚନା ପବିତ୍ର ଙ୍କ ଦେହ ଅସ୍ତୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ନେଇ ଥିଲେ । ସେଠାରେ ଗୋଟିଏ ଦିନ ମଧ୍ୟରେ  ଚିକିତ୍ସା ‌ଧିନଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା  । ସୋମବାର ଦିନ ନିଜ ଗ୍ରାମ  ଅରିଗାଁ କୁ ମୃତ ଦେହ ପହଞ୍ଚିବା ପରେ ତାଙ୍କ ଘରକୁ  ବିରମାହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା , ଦଲୀୟ କର୍ମକର୍ତ୍ତା, ବନ୍ଧୁବାନ୍ଧବ, ଗ୍ରାମ ବାସୀ ପହଞ୍ଚି ଶେଷ ଦର୍ଶନ କରିଥିଲେ ।

ପରେ  ସ୍ବଶାନ ଘାଟରେ  ଶେଷକୃତ ସମ୍ପନ୍ନ ହୋଇଥିଲା । ତାଙ୍କ ବଡ଼ପୁଅ ଅଲୋକ ରଞ୍ଜନ ନାଇକ ମୁଖାଗ୍ନି ଦେଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS