ODISHA NEWS
ODISHA NEWS@odishanews

ପାତାଳୀ ମହୋତ୍ସବ ର ତୃତୀୟ ସନ୍ଧ୍ୟା

ପାତାଳୀ ମହୋତ୍ସବ ର ତୃତୀୟ ସନ୍ଧ୍ୟା
  • 61d
  • 27 shares

ରିପୋର୍ଟ : ରାଜେଶ ବାଗ 
ଉଲୁଣ୍ଡା, (୨୪/୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୧୮ ତମ ପାତାଳୀ ମହୋତ୍ସବ ର ଆଜି ତୃତୀୟ ସନ୍ଧ୍ୟା । 

ପୂର୍ଣ୍ଣଚନ୍ଦ୍ର ପାଢୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଉନ୍ନୟନ ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଯୋଗ ଦେଇଥିଲେ।ଓଡିଆ ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଓଡିଶା ସରକାରଙ୍କ ତରଫରୁ ଭଜନ ଭକ୍ତି ଅମୃତ (ଜଗତସିଂହପୁର)ଭଜନ କାର୍ଯ୍ୟକ୍ରମ ଚାଲିଅଛି । ଏଥିରେ ଗାୟକମାନେ ସୁନ୍ଦର ଭଜନ ପରିବେଷଣ କରିଥିଲେ ।

No Internet connection

Link Copied