Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସଇଁତଲା ବ୍ଲକ ର ଝିଙ୍କିଡୁଙ୍ଗୁରି ପଞ୍ଚାୟତ ର କେନ୍ଦୁଉଡ଼ାର ଗ୍ରାମର ଏକ ୬ ଦିନିଆ ସାଧାରଣ ଉଦ୍ୟୋଗୀ ଟ୍ରେନିଂ ଆରମ୍ଭ

ସଇଁତଲା ବ୍ଲକ ର ଝିଙ୍କିଡୁଙ୍ଗୁରି ପଞ୍ଚାୟତ ର କେନ୍ଦୁଉଡ଼ାର ଗ୍ରାମର ଏକ ୬ ଦିନିଆ ସାଧାରଣ ଉଦ୍ୟୋଗୀ ଟ୍ରେନିଂ ଆରମ୍ଭ

ODISHA NEWS 1 year ago

ବଲାଙ୍ଗୀର, (୧୨/୦୭) : : ଆପ୍ର. : ଆଦ୍ୟ ୧୨/୦୭/୨୦୧୫ ଦିନ ସଇଁତଲା ବ୍ଲକ ର ଝିଙ୍କିଡୁଙ୍ଗୁରି ପଞ୍ଚାୟତ ର କେନ୍ଦୁଉଡ଼ାର ଗ୍ରାମର ଏକ ୬ ଦିନିଆ ସାଧାରଣ ଉଦ୍ୟୋଗୀ ଟ୍ରେନିଂ ଆରମ୍ଭ ହୋଇଯାଇଛି ।

ଏହି ଟ୍ରେନିଂ ରେ ମୁଖ୍ୟ ଅତିଥି ରୂପେ ସଇଁତଳା ରେଞ୍ଜ ଅଫିସ ର ରେଞ୍ଜର ଶ୍ରୀ ସାଗର କୁମାର ନାୟକ ଏବଂ ଏଲଡିଏମ ଶ୍ରୀ ପ୍ରଶାନ୍ତ କୁମାର ବେହେରା ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟିତ ସମାରୋହକୁ ଶ୍ରୀଯୁକ୍ତ ହିମାକାନ୍ତ ଶତପଥୀପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟ ସହକାରୀ ସୁଧୀର କୁମାର ବେହେରା ଓ AJY ତରଫରୁ ଶ୍ରୀଯୁକ୍ତ ବେଦ ସାର ସହଯୋଗ କରିଥଲେ । ଅନ୍ତିମ କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀ ମା ମାନେ ଧନ୍ୟବାଦ ଅର୍ପଣ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS