ରିପୋର୍ଟ : ପ୍ରେମାନନ୍ଦ ନାଏକ
ସୁବର୍ଣ୍ଣପୁର, (୨୪/୦୧) : ସୁବର୍ଣ୍ଣପୁର ଶାହା ଗେଷ୍ଟ ହାଉସ ରେ ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳିତ ।
ସୁବର୍ଣ୍ଣପୁର ଜିଲ୍ଲାର ପତଞ୍ଜଳି ପରିବାର ଓ ଯୁବ ଭାରତ ତରଫରୁ ସୁବର୍ଣ୍ଣପୁର ଶାହା ଗେଷ୍ଟ ହାଉସ ରେ କମ୍ପ୍ୟୁଟର ତାଲିମ୍ ନେଉଥିବା ଦକ୍ଷ ନଥିପତ୍ର ଲେଖିକା ଏମ୍ ବି କେ ମାନଙ୍କୁ ପତଞ୍ଜଳି ଯୋଗ ପ୍ରଶିକ୍ଷକ ମନୋଜ ପଣ୍ଡା ଦେଶ ଓ ଜାତି ସକାଶେ ଜୀବନ ଦାନ ଦେଇଥିବା ବିଶିଷ୍ଟ ସ୍ବାଧନତା ସଂଗ୍ରାମୀ ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳିତଙ୍କ ଅମର ଗାଥା କୁ ଶୃତି ଚାରଣ କରିଥିଲେ ।
ଆଜିର ସମାଜରେ ଏପରି ମହତ୍ ସ୍ଵାଧୀନତା ସଂଗ୍ରାମୀ ଙ୍କ ଜନ୍ମ ଜରୁରୀ ବୋଲି ସଭାରେ ଉପସ୍ଥିତ ବକ୍ତା ମାନେ ମତ କହିଥିଲେ । ଆଗାମୀ ୩୦ ତାରିଖ ରୁ ଏକ ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ର ଯୋଜନା ରହିଛି ବୋଲି ସଂଗଠନ ତରଫରୁ କୁହା ଯାଇଛି ।
No Internet connection |