Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସୁନା ବେଶରେ ଦର୍ଶନ କଲେ ଶତାଧିକ ଭକ୍ତ

ସୁନା ବେଶରେ ଦର୍ଶନ କଲେ ଶତାଧିକ ଭକ୍ତ

ODISHA NEWS 1 month ago

ରାଇକିଆ, (୨୭/୦୭) : ଆପ୍ର : ଆପ୍ର, କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ରଥ ଉପରେ ସବୁବର୍ଗର ଭକ୍ତଙ୍କ ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୁଏ ।

ବାହୁଡା଼ ଯାତ୍ରାରେ ରଥ ମୁଖ୍ୟ ମନ୍ଦିରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରାଯାଏ । ମହଣ ମହଣ ଅଳଙ୍କାର ରେ ସୁସଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏଇ କ୍ଷେତ୍ରରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ରଥାରୂଢ଼ ତିନି ଦିଅଁ ସୁନା ଭେଷରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏଇ ଦିବ୍ୟ ଭେଷ ଦେଖିବାକୁ ରଥ ଆଗରେ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଥିଲା । ଘଣ୍ଟ ହୁଳହୁଳି ଶବ୍ଦରେ ଚତୁର୍ପାଶ୍ୱ କମ୍ପି ଉଠିଥିଲା । ଓ ବହୁ ସୁନ୍ଦର୍ ମହାପ୍ରଭୁଙ୍କୁ  ସୁନାବେଶରେ ଦର୍ଶନ କରିଥିଲେ ଭକ୍ତ  ।  .

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS