Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ତଣ୍ଟି ଚିପି ମାକୁ ହତ୍ୟା କଲା ପୁଅ !

ତଣ୍ଟି ଚିପି ମାକୁ ହତ୍ୟା କଲା ପୁଅ !

ODISHA NEWS 2 years ago

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 
ବାଲେଶ୍ୱର, (୧୭/୦୭) : ବାଲେଶ୍ୱର ଜିଲ୍ଳା ସୋର ସିମୁଳିଆ ଥାନା ତାଳପଦା ଗାଁରେ ଅଭାବନୀୟ ଘଟଣା । ତଣ୍ଟି ଚିପି ମାକୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । 

ସିମୁଳିଆ ଥାନାରେ ବୋହୂ ଅଭିଯୋଗ କରିବା ପରେ ପୁଲିସ ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଘରେ ଖାଇବା ପିଇବାକୁ ନେଇ ଅଧିକାଂଶ ସମୟ କଳହ ଲାଗି ରହୁଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଜଣକ ମାର ତଣ୍ଟି ଚିପି ହତ୍ୟା କରିଥିବା କୁହାଯାଉଛି । ତେବେ ବୋହୂର ଅଭିଯୋଗ ପରେ ପୁଅକୁ ପୁଲିସ ଥାନାରେ ଅଟକ ରଖିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS