Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଟିଟିଲାଗଡ଼ରେ ଅଂଶୁଘାତରେ ଜଣେ ମୃତ

ଟିଟିଲାଗଡ଼ରେ ଅଂଶୁଘାତରେ ଜଣେ ମୃତ

ODISHA NEWS 3 months ago

ଟିଟିଲାଗଡ଼, (୨୯/୦୫) : ଆପ୍ର : ରାଜ୍ୟରେ ପାରଦ ମିଟର ବଢିଚାଲିଛି । ଅଧିକାଂଶ ଜିଲ୍ଲାରେ ୪୦ ଉପରେ ତାପମାତ୍ରା । ଏହା ଭିତରେ ଆସିଛି ଏକ ଅଂଶୁଘାତ ମୃତ୍ୟୁ ଖବର । 

ଗତ ୨୫ ତାରିଖ ଟିଟିଲାଗଡ ସହରର ମହାରାଜ ସାଗର ହିଡ ଉପରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଥିଲା ।  ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।  ଯୁବକଙ୍କର ପରିଚୟ ମିଳିନଥିବା ବେଳେ ଟିଟିଲାଗଡ଼ରେ ଏହାକୁ ଚଳିତ ବର୍ଷର ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ବୋଲି ଡାକ୍ତର କହିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS