Friday, 22 Jan, 1.56 am ଓଡିଶା Next

ହୋମ
ଗୁରୁବାର ଠାରୁ ଶ୍ରୀମନ୍ଦିରରେ ଭକ୍ତମାନେ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ

ଦୀର୍ଘଦିନର ଅପେକ୍ଷା ପରେ ଗୁରୁବାର ଠାରୁ ଶ୍ରୀମନ୍ଦିରରେ ଭକ୍ତମାନେ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ସର୍ବସାଧାରଣ ଦର୍ଶନ ରାତି ୯ଟା ପର୍ଯ୍ୟନ୍ତ ଚାଲିବ ।

ଦର୍ଶନକୁ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି । ଶ୍ରୀମନ୍ଦିର ସମେତ ସହରର ବିଭିନ୍ନ ସ୍ଥାନରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ଦର୍ଶନ ସମୟରେ କୋଭିଡ କଟକଣା ସହ ସୁରକ୍ଷ।। ବ୍ୟବସ୍ଥା ମଧ୍ୟ କଡାକଡି ପାଳନ କରାଯାଉଛି

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Next
Top