Odisha Reporter

ଅମ୍ରିତଙ୍କର ହେଲା ଫୁସଫୁସ୍ ପ୍ରତିରୋପଣ

ଅମ୍ରିତଙ୍କର ହେଲା ଫୁସଫୁସ୍ ପ୍ରତିରୋପଣ
  • 42d
  • 0 views
  • 6 shares

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସା ନେଉଥିବା ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତ ପ୍ରଧାନଙ୍କର ଫୁସଫୁସ୍ ପ୍ରତିରୋପଣ କରାଯାଇଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଆଜି ଭୋର୍ ୩ଟା ୩୦ରୁ ପ୍ରତିରୋପଣ ସର୍ଜରୀ ଆରମ୍ଭ ହୋଇଥିଲା। ଦୀର୍ଘ ୮ରୁ ୯ ଘଣ୍ଟା ଧରି ଅପରେସନ ଚାଲିଥିଲା ବୋଲି ତାଙ୍କ ଭଉଣୀ ମନୀଷା ପ୍ରଧାନ କହିଛନ୍ତି।


ଏଠାରେ କୋଭିଡ ବିଷୟରେ ସମସ୍ତ ନୂତନ ଅପଡ଼େଟଗୁଡିକୁ ପଢ଼ନ୍ତୁ

ଅଧିକ ପଢନ୍ତୁ
ପ୍ରମେୟ
ପ୍ରମେୟ

ଜୀବଜନ୍ତୁଙ୍କ ଶରୀରକୁ ଯାଇ ବଦଳିଲା କରୋନା ? ଓମିକ୍ରନ ସୃଷ୍ଟିର ରହସ୍ୟକୁ ଖୋଜିଲେ ବୈଜ୍ଞାନିକ

ଜୀବଜନ୍ତୁଙ୍କ ଶରୀରକୁ ଯାଇ ବଦଳିଲା କରୋନା ? ଓମିକ୍ରନ ସୃଷ୍ଟିର ରହସ୍ୟକୁ ଖୋଜିଲେ ବୈଜ୍ଞାନିକ
  • 15hr
  • 0 views
  • 4 shares

5/12/2021 at 7:29 PM

ନୂଆଦିଲ୍ଲୀ - କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସାରା ବିଶ୍ୱରେ ଆତଙ୍କ ଖେଳାଇବା ଆରମ୍ଭ କରିଦେଇଛି । ଭାରତରେ ମଧ୍ୟ ଏହାର ପ୍ରବେଶ ହୋଇ ସାରିଛି। ଏହି ଭିତରେ ଏକ ଆମେରିକୀୟ ସଂସ୍ଥାର ରିସର୍ଚ୍ଚ ସାମନାକୁ ଆସିଛି । ଯେଉଁଥିରେ ଏହି ଖୁଲାସା ହୋଇଛି କି ଯେବେ କରୋନା ସଂକ୍ରମିତ ମଣିଷ ଜୀବଜନ୍ତୁଙ୍କ ସଂସ୍ପର୍ଶରେ ଆସିଥାନ୍ତି ଏବଂ ସଂକ୍ରମିତ ଜୀବ କୌଣସି ସୁସ୍ଥ ମଣିଷ ସଂପର୍କରେ ଆସି ଯାଆନ୍ତି ତ ନୂଆ ପ୍ରକାରର ଭାରଆଣ୍ଟର ଜନ୍ମ ହୋଇପାରେ ।


ଏଠାରେ କୋଭିଡ ବିଷୟରେ ସମସ୍ତ ନୂତନ ଅପଡ଼େଟଗୁଡିକୁ ପଢ଼ନ୍ତୁ

ଅଧିକ ପଢନ୍ତୁ
ଧରିତ୍ରୀ

ଯେସାକୁ ତେସା ରାଜନୀତି କଲେ ସିଦ୍ଧୁ

ଯେସାକୁ ତେସା ରାଜନୀତି କଲେ ସିଦ୍ଧୁ
  • 17hr
  • 0 views
  • 5 shares

ନୂଆଦିଲ୍ଲୀ,୫।୧୨: ପଞ୍ଜାବ ରାଜନୀତିରେ ନିଜ ପାଇଁ ବଡ଼ ସମ୍ଭାବନା ଖୋଜୁଥିବା ଅରବିନ୍ଦ କେଜ୍‌ରିୱାଲଙ୍କୁ ରବିବାର ଦିଲ୍ଲୀରେ କଂଗ୍ରେସ ଘେରିଛି। କେଜ୍‌ରିୱାଲ ଯେଉଁ ପ୍ରସଙ୍ଗରେ ପଞ୍ଜାବରେ ନିଜର ସ୍ଥିତି ବଢାଇବାକୁ ଚେଷ୍ଟା କରୁଛନ୍ତି, କଂଗ୍ରେସ ସମାନ ପ୍ରସଙ୍ଗରେ ତାଙ୍କୁ ଟାର୍ଗେଟ କରିଛି। ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଯେସାକୁ ତେସା ରାଜନୀତି କରି କେଜ୍‌ରିଓ୍ବାଲଙ୍କୁ ଘେରିଛନ୍ତି।

ଅଧିକ ପଢନ୍ତୁ

No Internet connection