Odisha Reporter

ଦମଦାର ବିଜୟରୁ ଅଭିଯାନ ଆରମ୍ଭ କଲା ଶ୍ରୀଲଙ୍କା

ଦମଦାର ବିଜୟରୁ ଅଭିଯାନ ଆରମ୍ଭ କଲା ଶ୍ରୀଲଙ୍କା
  • 42d
  • 0 views
  • 1 shares

ଶାରଜା: ଚଳିତ ଆଇସିସି ଟି-୨୦ ବିଶ୍ୱକପ୍ ସୁପର୍-୧୨ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଶ୍ରୀଲଙ୍କା। ରବିବାର ଖେଳାଯାଇଥିବା ମୁକାବିଲାରେ ଚରିତ ଅଶାଲଙ୍କା ଓ ଭାନୁକା ରାଜପାକସାଙ୍କ ଦମଦାର ବ୍ୟାଟିଂ ବଳରେ ଶ୍ରୀଲଙ୍କା ୫ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ମହମ୍ମଦ ନଇମ ଓ ମୁଶଫିକର ରହିମଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ ୪ ୱିକେଟରେ ୧୭୧ ରନ୍ କରିଥିଲା।

ଅଧିକ ପଢନ୍ତୁ
ସମ୍ବାଦ

ପୁଟିନ୍‌ଙ୍କ ଭାରତ ଗସ୍ତ ଆଜି: ଚୀନ୍‌-ଆମେରିକାର ଚିନ୍ତା ବଢ଼ିଲା

ପୁଟିନ୍‌ଙ୍କ ଭାରତ ଗସ୍ତ ଆଜି: ଚୀନ୍‌-ଆମେରିକାର ଚିନ୍ତା ବଢ଼ିଲା
  • 5hr
  • 0 views
  • 34 shares

ନୂଆଦିଲ୍ଲୀ: କରୋନା ଏବଂ ୟୁକ୍ରେନ୍‌ ସଙ୍କଟ ଭିତରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଭାରତ ଗସ୍ତରେ ଆସୁଥିବାରୁ ଏହା ଉପରେ ପୂରା ବିଶ୍ୱର ନଜର ରହିଛି। ଆମେରିକା ଓ ଚୀନ୍‌ର ପ୍ରତିବାଦକୁ ଭୃକ୍ଷେପ ନକରି ରୁଷ୍‌ ଭାରତକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ବ୍ୟବସ୍ଥା ଏସ୍‌-୪୦୦ ଯୋଗାଣ ପ୍ରକ୍ରିୟା ଆରମ୍ଭ କରିସାରିଛି।

ଅଧିକ ପଢନ୍ତୁ
ସମ୍ବାଦ

ଇପିଏଫ୍‌ଓ ସଦସ୍ୟଙ୍କ ପାଇଁ ମାଗଣାରେ ୭ ଲକ୍ଷ ଟଙ୍କାର ବୀମା

ଇପିଏଫ୍‌ଓ ସଦସ୍ୟଙ୍କ ପାଇଁ ମାଗଣାରେ ୭ ଲକ୍ଷ ଟଙ୍କାର ବୀମା
  • 7hr
  • 0 views
  • 75 shares

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ସଦସ୍ୟମାନେ ଏହା ଜାଣିବା ଦରକାର ଯେ ସେମାନଙ୍କ ଖାତା ସହିତ ମାଗଣାରେ ୭ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ମଧ୍ୟ ରହିଛି। ଏମ୍ପ୍ଲଇଜ୍ ଡିପୋଜିଟ୍ ଲିଙ୍କ୍‌ଡ ଇନ୍‌ସ୍ୟୁରାନ୍ସ (ଇଡିଏଲ୍‌ଆଇ) ସ୍କିମ୍, ୧୯୭୬ ଅଧୀନରେ ଏହି ସୁବିଧା ଦିଅଯାଉଛି। ସବୁଠୁ ବଡ଼ କଥା ହେଉଛି ଏହି ଜୀବନ ବୀମା ସୁରକ୍ଷା ଲାଗି ସଦସ୍ୟମାନଙ୍କୁ କୌଣସି ପ୍ରିମିୟମ୍ ଦେବାକୁ ପଡ଼େ ନାହିଁ।

ଅଧିକ ପଢନ୍ତୁ

No Internet connection

Link Copied