Odisha Reporter

ଦିବ୍ୟଶଙ୍କରଙ୍କୁ କାଢ଼ିବାକୁ ନବୀନଙ୍କ ପାଉନି ସାହସ, କିଏ ଦେଉଛି ସୁରକ୍ଷା?

ଦିବ୍ୟଶଙ୍କରଙ୍କୁ କାଢ଼ିବାକୁ ନବୀନଙ୍କ ପାଉନି ସାହସ, କିଏ ଦେଉଛି ସୁରକ୍ଷା?
  • 43d
  • 0 views
  • 41 shares

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗସ୍ଥିତ ସନସାଇନ୍ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ହେବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ୨ଦିନର ଲୁଚକାଳି ପରେ ଆଜି ପୁଣିଥରେ ପୁଲିସ ଗିରଫ କରିଥିଲେ ମଧ୍ୟ ତା'ର ପୃଷ୍ଠପୋଷକଙ୍କ ପାଖରେ ପହଂଚିବାକୁ ରାଜ୍ୟ ପୁଲିସ ସକ୍ଷମ ହୋଇପାରିନି।

ଅଧିକ ପଢନ୍ତୁ
ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

'ଓ୍ବେଲ୍ ମାର୍କଡ୍‌' ହେଲା ଲଘୁଚାପ; ୧୨ ଘଣ୍ଟାରେ ପାଲଟିବ ଅବପାତ

'ଓ୍ବେଲ୍ ମାର୍କଡ୍‌' ହେଲା ଲଘୁଚାପ; ୧୨ ଘଣ୍ଟାରେ ପାଲଟିବ ଅବପାତ
  • 1hr
  • 0 views
  • 18 shares

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆଜି ସକାଳେ ସୁଦୃଶ ଲଘୁଚାପରେ ପରିଣତ ହୋଇଥିବା କଥା ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି।

ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ତୀବ୍ରତର ‌ହୋଇ ଅବପାତରେ ରୂପାନ୍ତରଣ ହେବାର ସମ୍ଭାବନା ଥିବା କଥା ମଧ୍ୟ ସେ କହିଛନ୍ତି।

ଅଧିକ ପଢନ୍ତୁ
ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

ଫର୍ଚୁନ ଇଣ୍ଡିଆ ଶକ୍ତିଶାଳୀ ମହିଳା: ଶୀର୍ଷରେ ନିର୍ମଳା ସୀତାରମଣ

ଫର୍ଚୁନ ଇଣ୍ଡିଆ ଶକ୍ତିଶାଳୀ ମହିଳା: ଶୀର୍ଷରେ ନିର୍ମଳା ସୀତାରମଣ
  • 7m
  • 0 views
  • 28 shares

ନୂଆଦିଲ୍ଲୀ: ଫର୍ଚୁନ ଇଣ୍ଡିଆ ଦେଶର ୫୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମଣ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ହୁ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ଓ ବାୟୋକନର କାର୍ଯ୍ୟନିର୍ବାହୀ ଅଧ୍ୟ କିରଣ ମଜମୁଦାର ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଅଧିକ ପଢନ୍ତୁ

No Internet connection

Link Copied