Odisha Reporter

ଇଣ୍ଟରନେଟରେ ମର୍ଡ଼ର ପ୍ଲାନ ଦେଖି ନିଜ ଛୁଆକୁ ମାରିଦେଲା ମା'

ଇଣ୍ଟରନେଟରେ ମର୍ଡ଼ର ପ୍ଲାନ ଦେଖି ନିଜ ଛୁଆକୁ ମାରିଦେଲା ମା'
  • 37d
  • 0 views
  • 0 shares

ଇଣ୍ଡୋର: ମା ସାଜିଲା ଡାହାଣୀ। ନିଜ ୩ ମାସର ନିଷ୍ପାପ ଶିଶୁକୁ ନିଜେ ବୁଡ଼ାଇ ହତ୍ୟା କଲା। ଅନ୍‌ଲାଇନ୍‌ରେ ମର୍ଡ଼ର ପ୍ଲାନ୍ ଦେଖି ନିଜେ ମା ସାଜିଲା ପିଶାଚୀ। ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଉଜ୍ଜୟନ ଜିଲ୍ଲାର ମୁଖ୍ୟାଳୟ ଠାରୁ ୭୫ କିମି ଦୂରରେ ଘଟିଛି । ଅକ୍ଟୋବର ୧୨ରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଶୁକ୍ରବାର ଅଭିଯୁକ୍ତ ମହିଳାଙ୍କୁ ପୁଲିସ ଗିରଫ କରିଛି।

ଅଧିକ ପଢନ୍ତୁ
ଖବର ଓଡିଶା
ଖବର ଓଡିଶା

ପୁଣି ମାସେ ବୃଦ୍ଧି ହେଲା'ହର ଘର ଦସ୍ତକ ଅଭିଯାନ', ଡ଼ିସେମ୍ବର ୩୧ ଯାଏଁ କାର୍ଯ୍ୟକାରୀ

ପୁଣି ମାସେ ବୃଦ୍ଧି ହେଲା'ହର ଘର ଦସ୍ତକ ଅଭିଯାନ', ଡ଼ିସେମ୍ବର ୩୧ ଯାଏଁ କାର୍ଯ୍ୟକାରୀ
  • 12hr
  • 0 views
  • 19 shares

ଭୁବନେଶ୍ୱର ,ନଭେମ୍ବର 30(ଖବର ଓଡ଼ିଶା):

ଡ଼ିସେମ୍ବର ୩୧ ଯାଏଁ ଚାଲିବ 'ହର ଘର ଦସ୍ତକ ଅଭିଯାନ' । ପ୍ରଥମ ଡ଼ୋଜ୍ କୋଭିଡ଼୍ ଟିକାକରଣ ୧୦୦% କରିବା ଲକ୍ଷ୍ୟରେ ଜାରି ରହିବ ଏହି କାର୍ଯ୍ୟକ୍ରମ । ପୂର୍ବରୁ ନଭେମ୍ବରରେ ମାସକ ପାଇଁ ଏହି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ଏହି କାର୍ଯ୍ୟକୁ ଆଉ ମାସେ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ଅଧିକ ପଢନ୍ତୁ
ସାକ୍ସୀ ନ୍ୟୁଜ
ସାକ୍ସୀ ନ୍ୟୁଜ

ସମ୍ବାଦପତ୍ର ହକର୍‌ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘେଷଣା କଲେ ମୁଖ୍ୟମନ୍ତ୍ରୀ

ସମ୍ବାଦପତ୍ର ହକର୍‌ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଘେଷଣା କଲେ ମୁଖ୍ୟମନ୍ତ୍ରୀ
  • 8hr
  • 0 views
  • 30 shares

ଭୁବନେଶ୍ୱର,୩୦.୧୧.୨୧: ସୂଚନା ଓ ସମ୍ବାଦ ପ୍ରସାରଣରେ ହକର୍‌ ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର ଆରମ୍ଭ ହୋଇଥାଏ କର୍ମମୟ ଜୀବନ । ଜନସାଧାରଣଙ୍କୁ ଖବର ସହ ଯୋଡିବାରେ ତାଙ୍କର ଭୂମିକା ଓ ସଂଘର୍ଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମ୍ବାଦପତ୍ର ହକର୍‌ ମାନଙ୍କ ପାଇଁ ଏକ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି।

ଅଧିକ ପଢନ୍ତୁ

No Internet connection

Link Copied