Odisha Reporter

କୋହଲି ଦେଖାଇଲେ ଦମ୍, ପାକିସ୍ତାନକୁ ୧୫୨ ରନର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ

କୋହଲି ଦେଖାଇଲେ ଦମ୍, ପାକିସ୍ତାନକୁ ୧୫୨ ରନର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ
  • 42d
  • 0 views
  • 0 shares

ଦୁବାଇ: ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଦମଦାର କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ। କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଭାରତ ଆଇସିସି ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୧ ରନ୍ କରିଛି। ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପ୍ରଥମ ବିଜୟ ପାଇଁ ପାକିସ୍ତାନକୁ ୧୫୨ ରନ୍ କରିବାକୁ ପଡ଼ିବ।

ଅଧିକ ପଢନ୍ତୁ
ସମ୍ବାଦ

ସିନ୍ଧୁଙ୍କୁ ବିଶ୍ବ ଟୁର୍‌ ଫାଇନାଲ୍ସ ରୌପ୍ୟ

ସିନ୍ଧୁଙ୍କୁ ବିଶ୍ବ ଟୁର୍‌ ଫାଇନାଲ୍ସ ରୌପ୍ୟ
  • 7hr
  • 0 views
  • 2 shares

ବାଲି: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଏଠାରେ ଆୟୋଜିତ ବିଡବ୍ଲୁଏଫ୍‌ ବିଶ୍ବ ଟୁର୍‌ ଫାଇନାଲ୍ସରେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ରବିବାର ମହିଳା ଏକକ ଫାଇନାଲ୍‌ରେ ଦୁଇ ଥର ଅଲିମ୍ପିକ୍‌ ପଦକ ଓ ବିଶ୍ବ ବିଜୟିନୀ ସିନ୍ଧୁ କୋରିଆ ଯୁବତୀ ଆନ୍‌ ସିୟଙ୍ଗଠୁ ହାରି ଯାଇଥିଲେ।

୪୦ ମିନିଟ୍‌ର ସଂଘର୍ଷ ପରେ ତୃତୀୟ ମାନ୍ୟତାପ୍ରାପ୍ତ ସିନ୍ଧୁ ୧୬-୨୧, ୧୨-୨୧ ସିଧାସଳଖ ଗେମ୍‌ରେ ଷଷ୍ଠ ମାନ୍ୟତାପ୍ରାପ୍ତ କୋରିଆ ପ୍ରତିଦ୍ବନ୍ଦ୍ବୀଙ୍କଠୁ ପରାଜୟ ବରଣ କରିଥିଲେ।

ଅଧିକ ପଢନ୍ତୁ
TheTruths
TheTruths

ମେଡିକାଲ୍ ଅଫିସର ପଦବୀ ପାଇଁ ଖାଲି ପଡ଼ିଛି ୧୮୫୦ରୁ ଅଧିକ ପଦବୀ, ପ୍ରାର୍ଥୀମାନେ ଜଲଦି କରନ୍ତୁ ଆବେଦନ

ମେଡିକାଲ୍ ଅଫିସର ପଦବୀ ପାଇଁ ଖାଲି ପଡ଼ିଛି ୧୮୫୦ରୁ ଅଧିକ ପଦବୀ, ପ୍ରାର୍ଥୀମାନେ ଜଲଦି କରନ୍ତୁ ଆବେଦନ
  • 4hr
  • 0 views
  • 17 shares

ଭୁବନେଶ୍ୱର : ମେଡିକାଲ୍ ଅଫିସର ପଦବୀ ପାଇଁ ଓଡ଼ିଶା ଜନସେବା ଆୟୋଗ (ଓପିଏସସି) ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି । ବର୍ତ୍ତମାନ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି ଏବଂ ଆବେଦନ କରିବାର ଶେଷ ତାରିଖ ପାଖେଇ ଆସୁଛି । ପ୍ରାର୍ଥୀମାନେ ଏହି ପଦବୀ ପାଇଁ ୧୩ ଡିସେମ୍ବର ୨୦୨୧ ମଧ୍ୟରେ ଓପିଏସସିର ଅଫିସିଆଲ୍ ୱେବସାଇଟ୍, opsc.gov.in ମାଧ୍ୟମରେ ଆବେଦନ କରିପାରିବେ ।

ଅଧିକ ପଢନ୍ତୁ

No Internet connection