Odisha Reporter

ଟସ୍ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ କରିବ ଭାରତ

ଟସ୍ ଜିତିଲା ପାକିସ୍ତାନ, ପ୍ରଥମେ ବ୍ୟାଟିଂ କରିବ ଭାରତ
  • 42d
  • 0 views
  • 0 shares

ଦୁବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଆଇସିସି ଟି-୨୦ ବିଶ୍ୱକପର ହାଇଭୋଲଟେଜ୍ ମ୍ୟାଚ୍ ଆଜି ଦୁବାଇରେ ଖେଳାଯାଉଛି। ଏହି ମହାମୁକାବିଲାରେ ପାକିସ୍ତାନ କ୍ୟାପଟେନ୍ ବାବର ଆଜମ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରିବ।

ସୁପର୍ ସଣ୍ଡେର ଏହି ହାଇ ପ୍ରେସର ମୁକାବିଲା ପାଇଁ ଫ୍ୟାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା।

ଅଧିକ ପଢନ୍ତୁ
ସମ୍ବାଦ

ପୁଟିନ୍‌ଙ୍କ ଭାରତ ଗସ୍ତ ଆଜି: ଚୀନ୍‌-ଆମେରିକାର ଚିନ୍ତା ବଢ଼ିଲା

ପୁଟିନ୍‌ଙ୍କ ଭାରତ ଗସ୍ତ ଆଜି: ଚୀନ୍‌-ଆମେରିକାର ଚିନ୍ତା ବଢ଼ିଲା
  • 4hr
  • 0 views
  • 32 shares

ନୂଆଦିଲ୍ଲୀ: କରୋନା ଏବଂ ୟୁକ୍ରେନ୍‌ ସଙ୍କଟ ଭିତରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଭାରତ ଗସ୍ତରେ ଆସୁଥିବାରୁ ଏହା ଉପରେ ପୂରା ବିଶ୍ୱର ନଜର ରହିଛି। ଆମେରିକା ଓ ଚୀନ୍‌ର ପ୍ରତିବାଦକୁ ଭୃକ୍ଷେପ ନକରି ରୁଷ୍‌ ଭାରତକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ବ୍ୟବସ୍ଥା ଏସ୍‌-୪୦୦ ଯୋଗାଣ ପ୍ରକ୍ରିୟା ଆରମ୍ଭ କରିସାରିଛି।

ଅଧିକ ପଢନ୍ତୁ
The Satyadrasta
The Satyadrasta

ପ୍ରତେକ ଦିନ ତୁଳସୀ ପାଣି ପିଅନ୍ତୁ, କରୋନାଠୁ ଦୂରେଇ ରୁହନ୍ତୁ.

ପ୍ରତେକ ଦିନ ତୁଳସୀ ପାଣି ପିଅନ୍ତୁ, କରୋନାଠୁ ଦୂରେଇ ରୁହନ୍ତୁ.
  • 6hr
  • 0 views
  • 74 shares

ତୁଳସୀ ଗଛରୁ ଆମକୁ ଅନେକ ପ୍ରକାରର ଔଷଧୀୟ ଗୁଣ ମିଳିଥାଏ, ଯେଉଁ କାରଣରୁ ତୁଳସୀ ପତ୍ର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାର ଫାଇଦା ବିଷୟରେ ଜାଣି ଆପଣ ମଧ୍ୟ ଏହି ପତ୍ରକୁ ଅନେକ ବାର ବ୍ୟବହାର କରିଥିବେ। କିନ୍ତୁ କ'ଣ ଆପଣଙ୍କୁ ଜଣା ଅଛି କି, କେବଳ ତୁଳସୀର ପତ୍ର ନୁହେଁ, ଏହାର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବରଦାନ ହୋଇଥାଏ ଏବଂ ଏହି ମଞ୍ଜିକୁ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ପ୍ରକାର ଫାଇଦା ଏକ ସାଥୀରେ ମିଳିଥାଏ?

ଅଧିକ ପଢନ୍ତୁ

No Internet connection

Link Copied