Odisha Reporter

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା!

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା!
  • 37d
  • 0 views
  • 0 shares

କେନ୍ଦୁଝର (ପ୍ରଣୟ କୁମାର ପାଣି): ପୁଣି କେନ୍ଦୁଝର ଜିଲ୍ଲାରେ ଲଜ୍ଜା। ଜଣେ ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଚାଞ୍ଚଲ୍ୟକର ଖବର ଆସିଛି। ରାତି ଅଧରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଗାଡ଼ିଆରେ ଫିଙ୍ଗିଦିଆଯାଇଥିବା ବେଳେ ହାତବନ୍ଧା ଅବସ୍ଥାରେ ମିଳିଛି ମୃତଦେହ। ପଣ୍ଡାପଡ଼ା ଥାନା ଅଞ୍ଚଳର ଏକ ଗାଡ଼ିଆରୁ ମିଳିଛି ମୃତଦେହ।

ଅଧିକ ପଢନ୍ତୁ
ରିପୋର୍ଟର୍ସ ପେନ
ରିପୋର୍ଟର୍ସ ପେନ

ବିଶ୍ୱର ସର୍ବବୃହତ ଟେକ୍‌-କମ୍ପାନୀ ଦାୟିତ୍ୱରେ ୧୦ ଭାରତୀୟ, ମୂଳ ଭାରତୀୟ ଭାବେ ପରାଗ ଅଗ୍ରୱାଲ, ଦେଖନ୍ତୁ ତାଲିକା.

ବିଶ୍ୱର ସର୍ବବୃହତ ଟେକ୍‌-କମ୍ପାନୀ ଦାୟିତ୍ୱରେ ୧୦ ଭାରତୀୟ, ମୂଳ ଭାରତୀୟ ଭାବେ ପରାଗ ଅଗ୍ରୱାଲ, ଦେଖନ୍ତୁ ତାଲିକା.
  • 9hr
  • 0 views
  • 201 shares

ନୂଆଦିଲ୍ଲୀ: ପରାଗ ଅଗ୍ରୱାଲଙ୍କୁ ଟ୍ୱିଟରର ନୂତନ ସିଇଓ ଭାବରେ ଘୋଷଣା କରାଯାଇଛି । ବର୍ତମାନର ଜ୍ୟାକ୍ ଡୋର୍ସି ମାଇକ୍ରୋ ବ୍ଲଗିଂ ସାଇଟ୍ ସହିତ କିଛି ଅଂଶ ଘୋଷଣା କରିବା ପରେ, ଭାରତ ବିଶ୍ୱସ୍ତରରେ କର୍ପୋରେଟ୍ ଲିଡର ଭାବେ ସଫଳତାର ଆଉ ଏକ ପାହାଚ ଚଢିଛି । ସର୍ବଭାରତୀୟ ସିଇଓଙ୍କ ମଧ୍ୟରେ ସୁନ୍ଦର ପିକାଇ, ସତ୍ୟ ନାଡେଲାଙ୍କ ସହିତ ଏଠାରେ ଦଶଜଣ ଭାରତୀୟ ମୂଳ ସିଇଓଙ୍କ ତାଲିକା ଅଛି, ଯେଉଁମାନେ ବିଶ୍ୱର କେତେକ ବୃହତ କମ୍ପାନୀଗୁଡିକର ନେତୃତ୍ୱ ନେଇ ଇତିହାସ ସୃଷ୍ଟି କରିଛନ୍ତି ।

ଅଧିକ ପଢନ୍ତୁ
Odisha TV
Odisha TV

କରୋନାର ନୂଆ ଭାରିଏଣ୍ଟ୍ 'ଓମିକ୍ରନ୍‌'କୁ ନେଇ ଆଲର୍ଟ, ଆଜି ମଧ୍ୟ ରାତ୍ରରୁ ଲାଗୁ ହେବ ନୂଆ ଟ୍ରାଭେଲ୍‌ ନିୟମ

କରୋନାର ନୂଆ ଭାରିଏଣ୍ଟ୍ 'ଓମିକ୍ରନ୍‌'କୁ ନେଇ ଆଲର୍ଟ, ଆଜି ମଧ୍ୟ ରାତ୍ରରୁ ଲାଗୁ ହେବ ନୂଆ ଟ୍ରାଭେଲ୍‌ ନିୟମ
  • 8hr
  • 0 views
  • 85 shares

ନୂଆଦିଲ୍ଲୀ: କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍‌କୁ ନେଇ ଚିନ୍ତା ବଢ଼ୁଛି। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ଏହି ମାରାତ୍ମକ ଭାରିଏଣ୍ଟ୍ ଘାତକ ଡେଲ୍‌ଟା ତୁଳନାରେ ୬ ଗୁଣ ଅଧିକା ସଂକ୍ରାମକ। ଡବଲ୍ ଡୋଜ୍ ଟିକା ନେଇଥିବା ଲୋକ ବି ଏଥିରୁ ବର୍ତ୍ତିବା କଷ୍ଟ ବୋଲି ଜଣାପଡ଼ିଛି।


ଏଠାରେ କୋଭିଡ ବିଷୟରେ ସମସ୍ତ ନୂତନ ଅପଡ଼େଟଗୁଡିକୁ ପଢ଼ନ୍ତୁ

ଅଧିକ ପଢନ୍ତୁ

No Internet connection

Link Copied