Dailyhunt
କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପାସ୍ ହାର ଶତପ୍ରତିଶତ,ଏ୧ ରେ ତିନି ଛାତ୍ରୀ

କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପାସ୍ ହାର ଶତପ୍ରତିଶତ,ଏ୧ ରେ ତିନି ଛାତ୍ରୀ

ଟକ ସଦର,୦୩/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ମାଟ୍ରିକ ପାସ ହାର ଶତପ୍ରତିଶତ ହୋଇଥିବା ଜଣାପଡିଛି। ଚଳିତ ବର୍ଷ ୫୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ୍ କରିଛନ୍ତି।

ଏଥିରେ ଏ୧ ରେ ୩,ଏ୨ ରେ ୧୧,ଵି୧ ରେ ୧୭,ଵି୨ ରେ ୧୫,ସି ରେ ୦୭,ଡି ରେ ୦୨ ଓ ଇ ରେ ୦୧ ପାସ୍ କରିଥିବା ବେଳେ ଏ୧ ରେ ପ୍ରତିଜ୍ଞା ସ୍ୱାଇଁ ୫୫୯,ରିତିପ୍ରଜ୍ଞା ବେହେରା ୫୫୭, ସରସ୍ଵତୀ ଓଝା ୫୫୨ନମ୍ବର ରଖିଥିବା ପ୍ରଧାନ ଆଚାର୍ଯ୍ୟ ପ୍ରଭାକର ବେହେରା ଙ୍କ ପକ୍ଷରୁ ଜଣାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar