Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କଟକ ଜିଲ୍ଲା ବିଜେପି : ପଦବୀକୁ ନେଇ ଅସନ୍ତୋଷ

କଟକ ଜିଲ୍ଲା ବିଜେପି : ପଦବୀକୁ ନେଇ ଅସନ୍ତୋଷ

ନୁସୂଚିତ ଜାତି (ଏସ୍ ସି ) ମୋର୍ଚ୍ଚା ସଂପାଦକ ପଦବୀ ପ୍ରତ୍ୟାଖ୍ୟାନ କଲେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି

କଟକ ସଦର,୨୪/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ୫ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି ଙ୍କୁ ଇତିମଧ୍ୟରେ କଟକ ଜିଲ୍ଲା ବିଜେପି ଅନୁସୂଚିତ ଜାତି (ଏସ୍ ସି ) ମୋର୍ଚ୍ଚା ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି।

ଏହି ଗୈ।ଣ ପଦବୀକୁ ନେଇ ପ୍ରଦୀପ୍ତ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ପଦବୀକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡିଛି। ଏଥିପାଇଁ ଶ୍ରୀ ମହାଳି ତାଙ୍କର ପ୍ରତ୍ୟାଖ୍ୟାନ ପତ୍ର କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ ଙ୍କ ନିକଟକୁ ପଠାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar