Saturday, 25 Sep, 6.10 pm ଓଡ଼ିଶା ସମାଚାର

ବିଶେଷ
ନିଖୋଜ ଓଡ଼ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର

କଟକ, ୨୫/୦୯/୨୦୨୧(ଓଡ଼ିଶା ସମାଚାର)- ଗତକାଲି ଠାରୁ ନିଖୋଜ ଥିବା ଓଡ଼ÿରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର ହୋଇଛି । କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ମୃତଦେହ ଉଦ୍ଧାର ହୋଇଛି । ସରିାରାମ ଙ୍କ ମୃତ ।ଦହ ଭାସି ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ମୃତଦେହ ଉଦ୍ଧାର କଚିଛନ୍ତି ।

କାଲି ମୁଣ୍ଡଳି ବୋଟ୍ ଟ୍ରାଜେଡି ଘଟଣା ପରଠାରୁ ସେ ନିଖୋଜ ଥିଲେ । ତାଙ୍କ ଘର ମୟୁରଭଂଜ ହୋଇଥିବାବେଳେ ସେ କଟକ ଚାଉଳିଆଗଂଜରେ ରହୁଥିଲେ । ତାଙ୍କର ପତ୍ନୀ, ଗୋଟିଏ ୧୨ ବର୍ଷର ପୁଅ ଓ ଗୋଟିଏ ୬ ବର୍ଷର ଝିଅକୁ ସେ ଛାଡ଼ି ଯାଇଛନ୍ତି । ସେ ୫୦ ପାଖାପାଖି ଲୋକଙ୍କୁ ଉଦ୍ଧାର କରିଥିବା ବିଭିନ୍ନ ଗଚ୍ଚମାଧ୍ୟମରୁ ସୂଚନା ମିଳୁଛି । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top