Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପରମହଂସ ଠାରେ ହଂସନାଥ ଯୋଗ ଶିବିର ବାର୍ଷିକୋତ୍ସବ

ପରମହଂସ ଠାରେ ହଂସନାଥ ଯୋଗ ଶିବିର ବାର୍ଷିକୋତ୍ସବ

କଟକ ସଦର,୧୬/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ କ୍ଷେତ୍ରପାଳ ମହାବୀର ମନ୍ଦିର ପରିସରରେ ଆଜି ସୋମବାର ଦିନ ହଂସନାଥ ଯୋଗ ଶିବିରର ପ୍ରଥମ ବାର୍ଷିକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ପତଞ୍ଜଳି ବରିଷ୍ଠ ଯୋଗ ଗୁରୁ ଅରବିନ୍ଦ ପଣ୍ଡା ଉଦଘାଟନ କରିଥିବାବେଳେ ଏଥିରେ ସ୍ୱାମୀ ଅନ୍ତର୍ଯ୍ୟାମୀ ବାବା, ସୁନିଲ୍ ଶର୍ମା, ଶିଶିର କୁମାର ଜେନା ପ୍ରମୁଖ ଯୋଗ ଦେଇ ସୂର୍ଯ୍ୟ ନମସ୍କାର,ଆସନ, ପ୍ରାଣାୟମ ପ୍ରଭୃତି ୬୦ ଗୋଟି କ୍ରିୟା ଉପରେ ପ୍ରଶିକ୍ଷଣ ଦେଇଥିଲେ।

ଶିଶିର ପରିଚାଳନାରେ ସନ୍ତୋଷ କୁମାର ରାଏ, କୃତିବାସ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ହଂସନାଥ ସ୍ୱଛାସେଵୀ ସଂଘ ସଭାପତି ଲକ୍ଷ୍ମୀଧର ରାଉତ ପ୍ରମୁଖ ସହାୟତା କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Samachar