Thursday, 12 Dec, 5.10 pm ଓଡ଼ିଶା ସମାଚାର

ତାଜା ଖବର
ସଂକ୍ଷେପରେ ତାଜା ଖବର : ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ଝାରସୁଗୁଡ଼ା ,୧୨/୧୨/୨୦୧୯(ଓଡ଼ିଶା ସମାଚାର)- ବନ୍ଧୁକ ମୁନରେ ୮ ରୁ ୧୦ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ରୁ ଜଣାପଡ଼ିଛି ଯେ ଶ୍ରେୟା ଟ୍ରେଡ଼ର୍ସ ନାମକ ଗୋଦାମ ର ମାଲିକଙ୍କୁ ବନ୍ଧୁକ ଦେଖାଇ ୮ ରୁ ୧୦ ଲକ୍ଷ ଟଙ୍କା ଲୁଟ ହୋଇଛି । ପୋଲିସ୍ ଏହି ଲୁଟ ଘଟଣାର ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top