Saturday, 14 Dec, 8.10 am ଓଡ଼ିଶା ସମାଚାର

ତାଜା ଖବର
ସଂକ୍ଷେପରେ ତାଜା ଖବର : ଦୁଇ ଟ୍ରକ୍ ମୁହାଁ ମୁହିଁ ଧକା - ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍ , ୨ ଟ୍ରକ୍ ଚାଳକ ଜୀବନ୍ତ ଦଗ୍ଧ

ସମ୍ବଲପୁର ,୧୪/୧୨/୨୦୧୯(ଓଡ଼ିଶା ସମାଚାର)- ଯୁଯୁମରା ଥାନା ସମ୍ମୁଖରେ ଦୁଇଟି ଟ୍ରକ୍ ମୁହାଁ ମୁହିଁ ଧକା ହୋଇଛି । ଦୁର୍ଘଟଣା ପରେ ଦୁଇଟିଯାକ ଟ୍ରକ୍ ଜଳିଯାଇଛି । ଦୁଇ ଟ୍ରକ୍ ର ଡ଼୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିବା ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସମ୍ବଲପୁର ମେଡ଼ିକାଲ ରେ ଭର୍ତି କରାଯାଇଛି । ଓଡ଼ିଶା ସମାଚାର

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samachar
Top