ବାଲୁଗାଁ ,୧୪/୧୨/୨୦୧୯(ଓଡ଼ିଶା ସମାଚାର)- ବାଲୁଗାଁ କଲେଜର ଜଣେ ଯୁକ୍ତ ୨ କଲେଜ ଛାତ୍ରୀଙ୍କ ଗଳା କାଟି ହତ୍ୟା କରାଯାଇଛି । ଏକତରଫା ପ୍ରେମ ଘଟଣାକୁ ନେଇ ,ହି ହତ୍ୟା କାଣ୍ଡ ଘଯିଥିବା ସୂଚନା । ଘରେ କେହି ନଥିବାର ସୁଦୋଗ ନେଇ ଏଭଳି ହତ୍ୟା କରାଯାଇଛି । ପୋଲିସ ଜଣେ ଟୁବକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବତୀଙ୍କୁ ଏମକେସିଜି ମେଡ଼ିକାଲ କଲେଜ ହସପିଟାଲ କୁ ନିଆଯାଇଥିଲା ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷରା କରିଥିଲେ । ବାଲୁଗାଁ ଥାନା ଗଙ୍ଗାନଗର ଅଂଚଳରେ ଏହି ହତ୍ୟା କାଣ୍ଡ ଘଟିଛି । ଓଡ଼ିଶା ସମାଚାର