ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

୨୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତକୁ ବିରୋଧ କରିବ ବିଜେପି:କେନ୍ଦ୍ର ମନ୍ତ୍ରୀ

୨୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତକୁ ବିରୋଧ କରିବ ବିଜେପି:କେନ୍ଦ୍ର ମନ୍ତ୍ରୀ
  • 43d
  • 0 views
  • 4 shares

ମୟୁରଭଞ୍ଜ: ଆସନ୍ତା ୨୨ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତକୁ ବିରୋଧ କରିବ ଜିଲ୍ଲା ବିଜେପି। ଏନେଇ ବାରିପଦା ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡ଼ୁ।

ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ନାମରେ ଜିଲ୍ଲାବାସୀଙ୍କ ଭକୁଆ ବନାଉଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ଅଧିକ ପଢନ୍ତୁ
ପ୍ରମେୟ
ପ୍ରମେୟ

ଜଣାଶୁଣା ବଲିଉଡ୍ ଅଭିନେତା ବ୍ରହ୍ମା ମିଶ୍ରଙ୍କ ପରଲୋକ, ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା.

ଜଣାଶୁଣା ବଲିଉଡ୍ ଅଭିନେତା ବ୍ରହ୍ମା ମିଶ୍ରଙ୍କ ପରଲୋକ, ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା.
  • 1hr
  • 0 views
  • 1 shares

2/12/2021 at 6:59 PM

ମୁମ୍ବାଇ: ଜଣାଶୁଣା ଅଭିନେତା ବ୍ରହ୍ମସ୍ୱରପ ମିଶ୍ରଙ୍କର ପରଲୋକ ଘଟିଛି । ସେ ବ୍ରହ୍ମା ମିଶ୍ର ଭାବରେ ବେଶ୍ ପରିଚିତ ଥିଲେ । ମାତ୍ର ୩୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର ଭର୍ସୋଭାର ୟାରି ରୋଡରେ ଥିବା ଭଡା ଘରେ ଗୁରୁବାର ଅପରାହ୍ନରେ ତାଙ୍କର ମୃତଦେହ ମିଳିଛି ।

ଅଧିକ ପଢନ୍ତୁ
NEWS7
NEWS7

ଆର୍ମି ୟୁନିଫର୍ମରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ସୈନିକଙ୍କୁ ଖୁବ୍ ଶୀଘ୍ର ମିଳିବ ନୂଆ ପୋଷାକ

ଆର୍ମି ୟୁନିଫର୍ମରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ସୈନିକଙ୍କୁ ଖୁବ୍ ଶୀଘ୍ର ମିଳିବ ନୂଆ ପୋଷାକ
  • 2hr
  • 0 views
  • 17 shares

ନୂଆଦିଲ୍ଲୀ ୨।୧୨: ଭାରତୀୟ ସେନା ପିନ୍ଧୁଥିବା କମୋଫ୍ଲେଜ୍‌ ୟୁନିଫର୍ମ ବଦଳିବାକୁ ଯାଉଛି। ଏହା ବଦଳେ ସୈନିକଙ୍କୁ ଋତୁ ଅନୁକୂଳ ଆରାମଦାୟକ ଓ ମଜଭୁତ ଡିଜଟାଲ ଡିସରପଟିଭ ପାଟର୍ଣ୍ଣ ଆଧାରିତ ବର୍ଦ୍ଦି ପ୍ରଦାନ କରାଯିବ। ଏହି ବର୍ଦ୍ଦିର ଡିଜାଇନ ଦୀର୍ଘ ବିଚାରବିମର୍ଷ ପରେ ପ୍ରସ୍ତୁତ କରାଯାଇଥିବା ବେଳେ ବିଭିନ୍ନ ଦେଶର ସେନା ପୋଷାକକୁ ଧ୍ୟାନରେ ରଖି ଏହାକୁ ନିର୍ମିତ କରାଯାଉଛି।

ଅଧିକ ପଢନ୍ତୁ

No Internet connection