Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆବଶ୍ୟକ ପଡିଲେ ହୋଇପାରେ ଲକ୍‌ଡାଉନ୍‌

ଆବଶ୍ୟକ ପଡିଲେ ହୋଇପାରେ ଲକ୍‌ଡାଉନ୍‌

କର୍ଣ୍ଣାଟକ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଡିୟୁରପ୍ପା ସୋମବାର କହିଛନ୍ତି ଯେ ଯଦି ଆବଶ୍ୟକ ପଡେ ତେବେ ରାଜ୍ୟରେ ଲକ୍‌ଡାଉନ୍‌ ହୋଇପାରେ।

"ରାଜ୍ୟରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଲୋକମାନେ ନିଜର ସୁରକ୍ଷା ପାଇଁ ଅଧିକ ଯତ୍ନବାନ ହେବା ଉଚିତ। ଯଦି ସେମାନେ ଧ୍ୟାନ ନଦିଅନ୍ତି ତେବେ ଆମକୁ କଠୋର ପଦକ୍ଷେପ ନେବାକୁ ପଡିପାରେ। ଯଦି ଆବଶ୍ୟକ ପନେ ତେବେ ଆମେ ଲକ୍‌ଡାଉନ୍‌ କରିପାରୁ ବୋଲି ୟେଡିୟୁରପ୍ପା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ସହ କଥା ହୋଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia