Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଣ୍ଡ୍ରୋଏଡ୍ ଫୋନକୁ କାହିଁକି ପସନ୍ଦ କରନ୍ତି ବିଲ୍ ଗେଟ୍ସ ?

ଆଣ୍ଡ୍ରୋଏଡ୍ ଫୋନକୁ କାହିଁକି ପସନ୍ଦ କରନ୍ତି ବିଲ୍ ଗେଟ୍ସ ?

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କର ଆଜିବି ପ୍ରଥମ ପସନ୍ଦ ରହିଛି ଆଣ୍ଡ୍ରଏଡ୍ ଡିଭାଇସ୍। ଏନେଇ ଅଡିଓ ଚାଟ୍ ଆପ୍ କ୍ଲବହାଉସରେ ଏକ ସାକ୍ଷାତକାରରେ ଏହି ଉଦ୍ୟୋଗ ପତି ଜଣକ କହିଛନ୍ତି ଯେ ସେ ଆପଲ୍ ଆଇଫୋନ୍ ଅପେକ୍ଷା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଅଧିକ ପସନ୍ଦ କରନ୍ତି।

କାରଣ ଏଥିରେ ପୂର୍ବରୁ ମାଇକ୍ରୋସଫ୍ଟ ସଫ୍ଟୱେର୍ ଲୋଡ୍ ହୋଇ ରହିଥାଏ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia