ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

ଆର୍ୟନଙ୍କ ବେଲ୍ ଅପେକ୍ଷା ସରୁନି: ଆଜି ତୃତୀୟ ଦିନରେ ବମ୍ବେ ହାଇକୋର୍ଟରେ ଶୁଣାଣି

ଆର୍ୟନଙ୍କ ବେଲ୍ ଅପେକ୍ଷା ସରୁନି: ଆଜି ତୃତୀୟ ଦିନରେ ବମ୍ବେ ହାଇକୋର୍ଟରେ ଶୁଣାଣି
  • 41d
  • 0 views
  • 1 shares

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଆର୍ୟନ ଖାନକୁ କେବେ ମିଳିବ ବେଲ୍ ? ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ଦିନ ଗଡୁଛି । ବମ୍ବେ ହାଇକୋର୍ଟ କଣ ନିଷ୍ପତ୍ତି ଶୁଣାଇବେ ତାଉପରେ ନଜର ରହିଛି । ଆଜି ତୃତୀୟ ଦିନ ପାଇଁ ଆର୍ୟନଙ୍କ ବେଲ୍ ଉପରେ ଶୁଣାଣି ହେବ । ଆଜି ପକ୍ଷ ରଖିବ ଏନସିବି । ଦୁଇ ଦିନ ହେବ ଲମ୍ବା ସମୟ ଧରି ଶୁଣାଣି ହୋଇଛି ।

ଅଧିକ ପଢନ୍ତୁ
NEWS7
NEWS7

ଆଉ ନାହାନ୍ତି କୋଭିସିଲ୍ଡର ନିର୍ମାତା ଡଃ. ସୁରେଶ ଯାଦବ

ଆଉ ନାହାନ୍ତି କୋଭିସିଲ୍ଡର ନିର୍ମାତା ଡଃ. ସୁରେଶ ଯାଦବ
  • 8hr
  • 0 views
  • 45 shares

ନୂଆଦିଲ୍ଲୀ ୦୮/୧୨ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଡଃ. ସୁରେଶ ଯାଦବଙ୍କର ପରଲୋକ ହୋଇଛି।ବୁଧବାର, ଡିସେମ୍ବର ୮ ସାୟଦ୍ରି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ମୃତ୍ୟୁ ବେଳକୁ ୭୨ ବର୍ଷ ହୋଇଥିଲା। ସେ ବହୁତ ଦିନ ହେଲା ରୋଗାକ୍ରାନ୍ତ ଥିଲେ ।

ଅଧିକ ପଢନ୍ତୁ
ସକାଳ
ସକାଳ

ହୃଦୟ ବିଦାରକ ଘଟଣା: ପ୍ରଧାନଶିକ୍ଷକ ସମେତ ୩ ଶିକ୍ଷକ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ, ଶିକ୍ଷୟତ୍ରୀ କରୁଥିଲେ ଭିଡିଓ

ହୃଦୟ ବିଦାରକ ଘଟଣା: ପ୍ରଧାନଶିକ୍ଷକ ସମେତ ୩ ଶିକ୍ଷକ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ, ଶିକ୍ଷୟତ୍ରୀ କରୁଥିଲେ ଭିଡିଓ
  • 10hr
  • 0 views
  • 188 shares

ଅଲୱର: ରାଜସ୍ଥାନର ଅଲୱାର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ସରକାରୀ ବିଦ୍ୟାଳୟର ଛାତ୍ରୀଙ୍କୁ ସ୍କୁଲର ପ୍ରଧାନଶିକ୍ଷକଙ୍କ ସମେତ ୩ ଜଣ ଶିକ୍ଷକ ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

ଅଧିକ ପଢନ୍ତୁ

No Internet connection

Link Copied