ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

ଆସନ୍ତାକାଲି ଆର୍ଯ୍ୟନ ଖାନଙ୍କ ଜାମିନ ଶୁଣାଣି

ଆସନ୍ତାକାଲି ଆର୍ଯ୍ୟନ ଖାନଙ୍କ ଜାମିନ ଶୁଣାଣି
  • 38d
  • 0 views
  • 6 shares

ମୁମ୍ବାଇ : କ୍ରୁଜ୍ ଡ୍ରଗ୍ସ ରେଭ୍ ପାର୍ଟି ମାମଲାରେ ଗିରଫ ଆର୍ଯ୍ୟନ ଖାନଙ୍କର କାଲି ହେବ ଜାମିନ ଶୁଣାଣି । ଆର୍ଯ୍ୟନଙ୍କ ଜାମିନ ନେଇ ଶୁଣାଣି କରିବେ ସେସନ କୋର୍ଟ । ତେବେ ଆସନ୍ତାକାଲି ଆର୍ଯ୍ୟନଙ୍କୁ ଜାମିନ ମିଳୁଛି ନା ପୁଣି ନିରାଶ ହେବାକୁ ପଡିବ ତାଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କୁ ଜାମିନ ନଦେବାକୁ ଦାବି କରିଛି ଏନସିବି ।

ଅଧିକ ପଢନ୍ତୁ
ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

ନୂଆ ଷ୍ଟ୍ରେନ୍ 'ଓମିକ୍ରନ୍' ଆଗରେ ଟିକା ଫେଲ୍ ? କ'ଣ କହିଲା ଫାଇଜର ଜାଣନ୍ତୁ

ନୂଆ ଷ୍ଟ୍ରେନ୍ 'ଓମିକ୍ରନ୍' ଆଗରେ ଟିକା ଫେଲ୍ ? କ'ଣ କହିଲା ଫାଇଜର ଜାଣନ୍ତୁ
  • 5m
  • 0 views
  • 13 shares

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ଚିନ୍ତିତ । କେମିତି ଏହାକୁ ମୁକାବିଲା କରାଯିବ ? ନୂଆ ଭାରିଆଣ୍ଟ କେତେ ଅଧିକ ସଂକ୍ରାମତ । ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେବାରେ କେତେ ସକ୍ଷମ ? ବର୍ତ୍ତମାନ ବିକଶିତ ଟିକା ଓମିକ୍ରନକୁ ନିପାତ କରିବ କି ? ଏମିତି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଆସୁଛି ।

ଅଧିକ ପଢନ୍ତୁ
KANAK NEWS
KANAK NEWS

ଛତିଶଗଡରେ ପୁଣି ମାଓ ହିଂସା । ଉଡାଇଲେ ଟ୍ରେନ ଲାଇନ୍, ଧାରଣାଚ୍ୟୁତ ହେଲା ମାଲବାହୀ ଟ୍ରେନ୍ ।

  • 2hr
  • 0 views
  • 8 shares

କନକ ବ୍ୟୁରୋ: ଛତିଶଗଡରେ ପୁଣି ହିଂସା ଘଟାଇଛନ୍ତି ମାଓବାଦୀ । ଏଠିକାର ଭାଁସି ଜଙ୍ଗଲ ଦେଇ ଯାଇଥିବା ରେଳ ଧାରଣାକୁ ବିସ୍ଫୋରଣରେ ଉଡାଇବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି ମାଲବାହୀ ଟ୍ରେନ । ଲୁହାପଥର ବୋଝେଇ କରି ବଚେଲିରୁ ବିଶାଖାପାଟଣା ଯାଉଥିବା ଏହି ଟ୍ରେନର ୨ଟି ୱାଗନ୍ ଧାରଣାଚ୍ୟୁତ ହୋଇ କ୍ଷତିଗ୍ରସ୍ତ ହୋଇଛି ।

ଅଧିକ ପଢନ୍ତୁ

No Internet connection

Link Copied