ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

ଆସନ୍ତାକାଲି ଗୋପାଳପୁରରେ ପହଞ୍ଚିବ ସ୍ବର୍ଣ୍ଣିମ ବିଜୟ ମଶାଲ

ଆସନ୍ତାକାଲି ଗୋପାଳପୁରରେ ପହଞ୍ଚିବ ସ୍ବର୍ଣ୍ଣିମ ବିଜୟ ମଶାଲ
  • 43d
  • 0 views
  • 4 shares

ଭୁବନେଶ୍ବର : ୧୯୭୧ ଯୁଦ୍ଧରେ ପାକିସ୍ତାନ ସେନା ବିପକ୍ଷରେ ଭାରତୀୟ ସେନାର ଐତିହାସିକ ବିଜୟକୁ ୫୦ ବର୍ଷ ପୂରଣ ହୋଇଛି । ଏହି ଉପଲକ୍ଷେ ଦେଶବ୍ୟାପୀ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି । ଭାରତୀୟ ସେନାର ବୀର ଯବାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ସାରା ଦେଶରେ 'ବିଜୟ ମଶାଲ' ପରିକ୍ରମା କରାଯାଉଛି ।

ଅଧିକ ପଢନ୍ତୁ
ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

'ଓ୍ବେଲ୍ ମାର୍କଡ୍‌' ହେଲା ଲଘୁଚାପ; ୧୨ ଘଣ୍ଟାରେ ପାଲଟିବ ଅବପାତ

'ଓ୍ବେଲ୍ ମାର୍କଡ୍‌' ହେଲା ଲଘୁଚାପ; ୧୨ ଘଣ୍ଟାରେ ପାଲଟିବ ଅବପାତ
  • 3hr
  • 0 views
  • 39 shares

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆଜି ସକାଳେ ସୁଦୃଶ ଲଘୁଚାପରେ ପରିଣତ ହୋଇଥିବା କଥା ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି।

ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ତୀବ୍ରତର ‌ହୋଇ ଅବପାତରେ ରୂପାନ୍ତରଣ ହେବାର ସମ୍ଭାବନା ଥିବା କଥା ମଧ୍ୟ ସେ କହିଛନ୍ତି।

ଅଧିକ ପଢନ୍ତୁ
News18 ଓଡ଼ିଶା
News18 ଓଡ଼ିଶା

୧ ଜାନୁଆରୀରୁ ବଦଳିବ ଅନଲାଇନ ପେମେଣ୍ଟର ତରିକା; ହେବ ଏହି ନୂଆ ବ୍ୟବସ୍ଥା

୧ ଜାନୁଆରୀରୁ ବଦଳିବ ଅନଲାଇନ ପେମେଣ୍ଟର ତରିକା; ହେବ ଏହି ନୂଆ ବ୍ୟବସ୍ଥା
  • 4hr
  • 0 views
  • 27 shares

News18 Odia Digital ନୂଆ ଦିଲ୍ଲୀ: ଦେଶରେ ଜାନୁୟାରୀ ୧ରୁ ଅନଲାଇନ୍ ଦେୟର ପଦ୍ଧତି ପରିବର୍ତ୍ତନ ହେବ। ଏଥିପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏକ ଗାଇଡଲାଇନ ଜାରି କରିଛି। ଆରବିଆଇର ନିର୍ଦ୍ଦେଶାବଳୀ ଅନୁସରଣ କରି ଗୁଗୁଲ ଜାନୁଆରୀ ୧ ରୁ ଅନଲାଇନ୍ ପେମେଣ୍ଟ ପଦ୍ଧତିରେ ପରିବର୍ତ୍ତନ ଘୋଷଣା କରିଛି।

ଅଧିକ ପଢନ୍ତୁ

No Internet connection

Link Copied