ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

ବାହାଦୂରଗଡ଼ରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କାରେ ୩ ବୃଦ୍ଧ ମହିଳାଙ୍କ ମୃତ୍ୟୁ

ବାହାଦୂରଗଡ଼ରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କାରେ ୩ ବୃଦ୍ଧ ମହିଳାଙ୍କ ମୃତ୍ୟୁ
  • 41d
  • 0 views
  • 2 shares

ବାହାଦୁରଗଡ଼: ହରିୟାଣା ବାହାଦୂରଗଡ଼ରୁ ଆସିଛି ଏକ ବଡ଼ ଖବର। ଆଜି ସକାଳୁ ଏକ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ କୃଷକ ଆନ୍ଦୋଳନକାରୀଙ୍କୁ ଧକ୍କା ଦେଇଛି। ଦୁର୍ଘଟଣାରେ ୩ ବୃଦ୍ଧ ମହିଳାଙ୍କ ମୃତ୍ୟୁ ହୋଇଛି। ଆଉ ୩ଜଣ ମହିଳାଙ୍କ ଅବସ୍ଥା ଏଯାଏଁ ଗୁରୁତର ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସକାଳ ସାଢ଼େ ୬ଟାରେ ଝଜର ରୋଡ଼ରେ ହୋଇଛି।

ଅଧିକ ପଢନ୍ତୁ
ନନ୍ଦିଘୋଷ TV
ନନ୍ଦିଘୋଷ TV

ଦିଲ୍ଲୀ ଅଣାଯିବ ବିପିନ୍ ରାୱତଙ୍କ ପାର୍ଥିବ ଶରୀର, ଶୁକ୍ରବାର ଶେଷକୃତ୍ୟ

ଦିଲ୍ଲୀ ଅଣାଯିବ ବିପିନ୍ ରାୱତଙ୍କ ପାର୍ଥିବ ଶରୀର, ଶୁକ୍ରବାର ଶେଷକୃତ୍ୟ
  • 7hr
  • 0 views
  • 4 shares

ନୂଆଦିଲ୍ଲୀ: ବିପିନଙ୍କ ପରଲୋକ ଭାରତରେ ବୀରତ୍ୱର ଏକ ଯୁଗ ଅବସାନ ଘଟିଛି । ଆଜି ତାମିଲନାଡ଼ୁର କନ୍ନୁର ନିକଟରେ ବାୟୁ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚିଫ୍ ଅଫ୍ ଡିଫେନ୍ସ ବିପିନ୍ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସହ ୧୩ ଜଣଙ୍କ ଅକାଳ ମୃତ୍ୟୁ ହୋଇଛି । ସ୍ତବ୍ଦ ହୋଇଯାଇଛି ପୂରା ଦେଶ ।

ଅଧିକ ପଢନ୍ତୁ
ସମ୍ବାଦ

୨୦୨୪ ଯାଏ ଜାରି ରହିବ ଗ୍ରାମୀଣ ପିଏମ୍‌ ଆବାସ ଯୋଜନା

୨୦୨୪ ଯାଏ ଜାରି ରହିବ ଗ୍ରାମୀଣ ପିଏମ୍‌ ଆବାସ ଯୋଜନା
  • 3hr
  • 0 views
  • 1 shares

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣକୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରଖାଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ‌ଯୋଜନାରେ ୨.୯୫ କୋଟି ଆବାସ ନିର୍ମାଣ କରିବାକୁ ଯୋଜନା ରଖାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୧ ନଭେମ୍ବର ୨୯ ସୁଦ୍ଧା ୧.୬୫ କୋଟି ଗୃହ ନିର୍ମାଣ କରାଯାଇଛି।

ଅଧିକ ପଢନ୍ତୁ

No Internet connection

Link Copied