ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍

ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
  • 41d
  • 0 views
  • 9 shares

ଫାଇଲ୍ ଫଟୋ

ଭୁବନେଶ୍ୱର: କମିଶନରେଟ ପୋଲିସର ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ଆଜି ଏକକାଳୀନ ପ୍ରସନ୍ନଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍ ଚାଲିଛି । ଏଥିରେ ଅଛି ପ୍ରସନ୍ନଙ୍କ ଘର, ହୋଟେଲ୍ ଓ କିଛି ବ୍ୟବସାୟିକ ଅନୁଷ୍ଠାନ ।

ଅଧିକ ପଢନ୍ତୁ
NEWS7
NEWS7

ଆଉ ନାହାନ୍ତି କୋଭିସିଲ୍ଡର ନିର୍ମାତା ଡଃ. ସୁରେଶ ଯାଦବ

ଆଉ ନାହାନ୍ତି କୋଭିସିଲ୍ଡର ନିର୍ମାତା ଡଃ. ସୁରେଶ ଯାଦବ
  • 8hr
  • 0 views
  • 42 shares

ନୂଆଦିଲ୍ଲୀ ୦୮/୧୨ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଡଃ. ସୁରେଶ ଯାଦବଙ୍କର ପରଲୋକ ହୋଇଛି।ବୁଧବାର, ଡିସେମ୍ବର ୮ ସାୟଦ୍ରି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ମୃତ୍ୟୁ ବେଳକୁ ୭୨ ବର୍ଷ ହୋଇଥିଲା। ସେ ବହୁତ ଦିନ ହେଲା ରୋଗାକ୍ରାନ୍ତ ଥିଲେ ।

ଅଧିକ ପଢନ୍ତୁ
ସକାଳ
ସକାଳ

ହୃଦୟ ବିଦାରକ ଘଟଣା: ପ୍ରଧାନଶିକ୍ଷକ ସମେତ ୩ ଶିକ୍ଷକ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ, ଶିକ୍ଷୟତ୍ରୀ କରୁଥିଲେ ଭିଡିଓ

ହୃଦୟ ବିଦାରକ ଘଟଣା: ପ୍ରଧାନଶିକ୍ଷକ ସମେତ ୩ ଶିକ୍ଷକ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ, ଶିକ୍ଷୟତ୍ରୀ କରୁଥିଲେ ଭିଡିଓ
  • 9hr
  • 0 views
  • 182 shares

ଅଲୱର: ରାଜସ୍ଥାନର ଅଲୱାର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ସରକାରୀ ବିଦ୍ୟାଳୟର ଛାତ୍ରୀଙ୍କୁ ସ୍କୁଲର ପ୍ରଧାନଶିକ୍ଷକଙ୍କ ସମେତ ୩ ଜଣ ଶିକ୍ଷକ ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

ଅଧିକ ପଢନ୍ତୁ

No Internet connection

Link Copied