ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

ବିମୁଦ୍ରୀକରଣ କ'ଣ ଜାଣିନଥିଲେ, ଏବେ ସଂଚିତ ପୁଂଜି ବଦଳ ପାଇଁ ଦୃଷ୍ଟିହୀନଙ୍କ ନିବେଦନ

ବିମୁଦ୍ରୀକରଣ କ'ଣ ଜାଣିନଥିଲେ, ଏବେ ସଂଚିତ ପୁଂଜି ବଦଳ ପାଇଁ ଦୃଷ୍ଟିହୀନଙ୍କ ନିବେଦନ
  • 43d
  • 0 views
  • 16 shares

ଓଡିଶା ସମ୍ବାଦ ବ୍ୟୁରୋ: ନୋଟବନ୍ଦୀ ଅବା ବିମୁଦ୍ରୀକରଣକୁ ନେଇ ଦିନେ ଭାରତରେ ହଟଚମଟ ସୃଷ୍ଟି ହୋଇଥିଲା । କୋଟିକୋଟି ଲୋକ ଧନ୍ଦି ହୋଇଥିଲାବେଳେ ଅନେକ ଲୋକ ଅଜାଣତରେ ହଟହଟା ହୋଇଥିଲେ । ହେଲେ ନିକଟରେ ଜଣେ ଦୃଷ୍ଟିହୀନ ବ୍ୟକ୍ତି କିଛି ଅଚଳ ନୋଟକୁ ବଦଳ କରିବାକୁ ନିବେଦନ ଘଟଣା ଏବେ ଖୁବ ଚର୍ଚ୍ଚା ସାଉଣ୍ଟିଛି ।

ତାମିଲନାଡୁର ୬୫ ବର୍ଷୀୟ ଚିନ୍ନାକାନୁ ।

ଅଧିକ ପଢନ୍ତୁ
ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

'ଓ୍ବେଲ୍ ମାର୍କଡ୍‌' ହେଲା ଲଘୁଚାପ; ୧୨ ଘଣ୍ଟାରେ ପାଲଟିବ ଅବପାତ

'ଓ୍ବେଲ୍ ମାର୍କଡ୍‌' ହେଲା ଲଘୁଚାପ; ୧୨ ଘଣ୍ଟାରେ ପାଲଟିବ ଅବପାତ
  • 3hr
  • 0 views
  • 42 shares

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆଜି ସକାଳେ ସୁଦୃଶ ଲଘୁଚାପରେ ପରିଣତ ହୋଇଥିବା କଥା ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି।

ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ତୀବ୍ରତର ‌ହୋଇ ଅବପାତରେ ରୂପାନ୍ତରଣ ହେବାର ସମ୍ଭାବନା ଥିବା କଥା ମଧ୍ୟ ସେ କହିଛନ୍ତି।

ଅଧିକ ପଢନ୍ତୁ
News18 ଓଡ଼ିଶା
News18 ଓଡ଼ିଶା

୧ ଜାନୁଆରୀରୁ ବଦଳିବ ଅନଲାଇନ ପେମେଣ୍ଟର ତରିକା; ହେବ ଏହି ନୂଆ ବ୍ୟବସ୍ଥା

୧ ଜାନୁଆରୀରୁ ବଦଳିବ ଅନଲାଇନ ପେମେଣ୍ଟର ତରିକା; ହେବ ଏହି ନୂଆ ବ୍ୟବସ୍ଥା
  • 4hr
  • 0 views
  • 28 shares

News18 Odia Digital ନୂଆ ଦିଲ୍ଲୀ: ଦେଶରେ ଜାନୁୟାରୀ ୧ରୁ ଅନଲାଇନ୍ ଦେୟର ପଦ୍ଧତି ପରିବର୍ତ୍ତନ ହେବ। ଏଥିପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏକ ଗାଇଡଲାଇନ ଜାରି କରିଛି। ଆରବିଆଇର ନିର୍ଦ୍ଦେଶାବଳୀ ଅନୁସରଣ କରି ଗୁଗୁଲ ଜାନୁଆରୀ ୧ ରୁ ଅନଲାଇନ୍ ପେମେଣ୍ଟ ପଦ୍ଧତିରେ ପରିବର୍ତ୍ତନ ଘୋଷଣା କରିଛି।

ଅଧିକ ପଢନ୍ତୁ

No Internet connection

Link Copied