ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

ବିପ୍ଲବଙ୍କ ଚମତ୍କାର ଶତକ, କଳାହାଣ୍ଡି କପ ଟାଇଟଲ ଜିତିଲା କଟକ ଏ

ବିପ୍ଲବଙ୍କ ଚମତ୍କାର ଶତକ, କଳାହାଣ୍ଡି କପ ଟାଇଟଲ ଜିତିଲା କଟକ ଏ
  • 41d
  • 0 views
  • 1 shares

କଟକ: ବିପ୍ଲବ ସାମନ୍ତରାୟଙ୍କ ଚମତ୍କାର ଶତକ ସହାୟତାରେ ରେଭେନ୍ସା ୟୁନିଭରସିଟି ଗ୍ରାଉଣ୍ଡରେ ଅନୁଷ୍ଠିତ କଳାହାଣ୍ଡି କପ କ୍ରିକେଟ ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେକୁ ପରାସ୍ତ କରି ଟାଇଟଲ ହାସଲ କରିଛି କଟକ ଏ । ୨ ଦିନିକିଆ ଏହି ମ୍ୟାଚରେ ଟସ ଜିତି କଟକ ଏ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଅଙ୍କିତ ଯାଦବଙ୍କ ୯୪ ରନ ସହାୟତାରେ ଇଷ୍ଟକୋଷ୍ଟ ରେଲୱେ ୫୮.୧ ଓଭରରେ ୧୭୪ ରନ କରିଥିଲା ।

ଅଧିକ ପଢନ୍ତୁ
News18 ଓଡ଼ିଶା
News18 ଓଡ଼ିଶା

Omicron: ଏହି ସବୁ ଉପାୟ କରି ଆପଣ ପିଲାମାନଙ୍କୁ ମାରାତ୍ମକ ସଂକ୍ରମଣରୁ ସୁରକ୍ଷିତ ରଖିପାରିବେ

Omicron: ଏହି ସବୁ ଉପାୟ କରି ଆପଣ ପିଲାମାନଙ୍କୁ ମାରାତ୍ମକ ସଂକ୍ରମଣରୁ ସୁରକ୍ଷିତ ରଖିପାରିବେ
  • 5hr
  • 0 views
  • 148 shares

News18 Odia Digital ନୂଆ ଦିଲ୍ଲୀ:କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ୍‌ ଓମିକ୍ରନ୍ (Omicron Variant) ପିଲାମାନଙ୍କ (children) ଉପରେ ଅନେକ ମାରାତ୍ମକ ପ୍ରଭାବ ପକାଇବ ବୋଲି ଭୟ ପ୍ରକାଶ ପାଇଛି ।
ଏଠାରେ କୋଭିଡ ବିଷୟରେ ସମସ୍ତ ନୂତନ ଅପଡ଼େଟଗୁଡିକୁ ପଢ଼ନ୍ତୁ

ଅଧିକ ପଢନ୍ତୁ
ଖବର ଓଡିଶା
ଖବର ଓଡିଶା

ବଢିବାରେ ଲାଗିଛି ଓମିକ୍ରନ୍ ମାମଲା, ତୃତୀୟ ଲହର ଆଶଙ୍କା ନେଇ ସତର୍କ କଲା ଆଇଏମ୍‌ଏ

ବଢିବାରେ ଲାଗିଛି ଓମିକ୍ରନ୍ ମାମଲା, ତୃତୀୟ ଲହର ଆଶଙ୍କା ନେଇ ସତର୍କ କଲା ଆଇଏମ୍‌ଏ
  • 2hr
  • 0 views
  • 7 shares

ନୂଆଦିଲ୍ଲୀ, ଡିସେମ୍ବର ୮(ଖବର ଓଡିଶା):

ସାରା ବିଶ୍ୱରେ ବ୍ୟାପୀ ଚାଲିଛି ଓମିକ୍ରନ ସଂକ୍ରମଣ । କୋଭିଡର ସବୁ ଭ୍ୟାରିଆଣ୍ଟ ଠାରୁ ଏହା ହେଉଛି ଅଧିକ ସଂକ୍ରାମକ । ଯଦି ଏହାକୁ ନିୟନ୍ତ୍ରଣ ପାଇଁ ସଠିକ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ତୃତୀୟ ଲହର ଆସିଯିବ ବୋଲି ଅଣ୍ଡିଆନ ଲେଡିକାଲ ଆସୋସିଏସନ କହିଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅଧିକ ପଢନ୍ତୁ

No Internet connection

Link Copied