Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗଲୱାନ ଘାଟି ଆମର: ପ୍ରଧାନମନ୍ତ୍ରୀ

ଗଲୱାନ ଘାଟି ଆମର: ପ୍ରଧାନମନ୍ତ୍ରୀ

ଲେହରୁ ଚୀନକୁ ତେତେଇ ଦେଲେ ପ୍ରଧାନମନ୍ତ୍ରୀ । ଗଲୱାନ ଘାଟି ଭାରତର । ପୂରା ଲଦାଖ ଆମର ମାନ ଓ ସମ୍ମାନର ପ୍ରତୀକ । ଆଜି ଲେହ ଗସ୍ତରେ ଯାଇ ଯବାନଙ୍କୁ ସମ୍ବୋଧିତ କରି ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ଯବାନଙ୍କ ଇଚ୍ଚାଶକ୍ତି ପାହାଡ ଭଳି । ଆପଣମାନଙ୍କ ହାତରେ ଦେଶର ସୁରକ୍ଷା ଦାୟିତ୍ୱ ରହିଛି । ଏଥିରେ କାହାର ସନ୍ଦେହ ନାହିଁ । ବୀର ଯବାନଙ୍କ ଉପରେ ସାରା ଦେଶର ଭରସା ଓ ବିଶ୍ୱାସ ଅତୁଟ ରହିଛି ।

ଗଲଓ୍ୱାନ ଘାଟି ସଂଘର୍ଷ ପରେ ଆଜି ଲଦାଖର ଲେହ ଗସ୍ତରେ ଯ଼ାଇଛନ୍ତି ପ୍ରଧାନମନ୍ତ୍ରୀ । ସେନା ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ଯବାନଙ୍କ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia