ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

IFFIରେ ୭୫ ଜଣ ପ୍ରତିଭାଙ୍କୁ ମିଳିବ କଳା ପ୍ରଦର୍ଶନର ବିଶେଷ ସୁଯୋଗ

IFFIରେ ୭୫ ଜଣ ପ୍ରତିଭାଙ୍କୁ ମିଳିବ କଳା ପ୍ରଦର୍ଶନର ବିଶେଷ ସୁଯୋଗ
  • 41d
  • 0 views
  • 0 shares

ଭୁବନେଶ୍ବର : ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ସାରା ଦେଶରେ ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ । ଆସନ୍ତା ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଆୟୋଜନ ହେବ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୫୨ତମ ସଂସ୍କରଣ । ଏହି ଅବସରରେ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଦେଶର ୭୫ ଜଣ ସୃଜନଶୀଳ ପ୍ରତିଭାଙ୍କୁ ମଞ୍ଚ ପ୍ରଦାନ କରିବା ଉଦ୍ଦେଶ୍ୟରେ '୭୫ କ୍ରିଏଟିଭ୍ ମାଇଣ୍ଡସ ଅଫ୍ ଟୁମୋରୋ' ପ୍ରତିଯୋଗିତା ଆୟୋଜନ କରାଯିବ ।

ଅଧିକ ପଢନ୍ତୁ
News18 ଓଡ଼ିଶା
News18 ଓଡ଼ିଶା

Omicron: ଏହି ସବୁ ଉପାୟ କରି ଆପଣ ପିଲାମାନଙ୍କୁ ମାରାତ୍ମକ ସଂକ୍ରମଣରୁ ସୁରକ୍ଷିତ ରଖିପାରିବେ

Omicron: ଏହି ସବୁ ଉପାୟ କରି ଆପଣ ପିଲାମାନଙ୍କୁ ମାରାତ୍ମକ ସଂକ୍ରମଣରୁ ସୁରକ୍ଷିତ ରଖିପାରିବେ
  • 5hr
  • 0 views
  • 138 shares

News18 Odia Digital ନୂଆ ଦିଲ୍ଲୀ:କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ୍‌ ଓମିକ୍ରନ୍ (Omicron Variant) ପିଲାମାନଙ୍କ (children) ଉପରେ ଅନେକ ମାରାତ୍ମକ ପ୍ରଭାବ ପକାଇବ ବୋଲି ଭୟ ପ୍ରକାଶ ପାଇଛି ।
ଏଠାରେ କୋଭିଡ ବିଷୟରେ ସମସ୍ତ ନୂତନ ଅପଡ଼େଟଗୁଡିକୁ ପଢ଼ନ୍ତୁ

ଅଧିକ ପଢନ୍ତୁ
ଖବର ଓଡିଶା
ଖବର ଓଡିଶା

ବଢିବାରେ ଲାଗିଛି ଓମିକ୍ରନ୍ ମାମଲା, ତୃତୀୟ ଲହର ଆଶଙ୍କା ନେଇ ସତର୍କ କଲା ଆଇଏମ୍‌ଏ

ବଢିବାରେ ଲାଗିଛି ଓମିକ୍ରନ୍ ମାମଲା, ତୃତୀୟ ଲହର ଆଶଙ୍କା ନେଇ ସତର୍କ କଲା ଆଇଏମ୍‌ଏ
  • 1hr
  • 0 views
  • 6 shares

ନୂଆଦିଲ୍ଲୀ, ଡିସେମ୍ବର ୮(ଖବର ଓଡିଶା):

ସାରା ବିଶ୍ୱରେ ବ୍ୟାପୀ ଚାଲିଛି ଓମିକ୍ରନ ସଂକ୍ରମଣ । କୋଭିଡର ସବୁ ଭ୍ୟାରିଆଣ୍ଟ ଠାରୁ ଏହା ହେଉଛି ଅଧିକ ସଂକ୍ରାମକ । ଯଦି ଏହାକୁ ନିୟନ୍ତ୍ରଣ ପାଇଁ ସଠିକ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ତୃତୀୟ ଲହର ଆସିଯିବ ବୋଲି ଅଣ୍ଡିଆନ ଲେଡିକାଲ ଆସୋସିଏସନ କହିଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅଧିକ ପଢନ୍ତୁ

No Internet connection

Link Copied