ଝାରସୁଗୁଡା: ଖୁବଶୀଘ୍ର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା । ମିଳିଥିବା ସୂଚନା ଅନୁସାରେ, ପୂବର୍ରୁ କେବଳ ରୋଡ୍ ଓ ଟ୍ରେନ୍ ଯୋଗେ ପରିବହନ ସମ୍ଭବ ଥଲା । ଏବେ ଏୟାର କାର୍ଗୋ ସେବା ଦ୍ବାରା ଝାରସୁଗୁଡ଼ାରୁ ସିଧାସଳଖ ଦେଶ ଓ ବିଦେଶକୁ ପଠାଯାଇ ପାରିବ ସାମଗ୍ରୀ ।
ଝାରସୁଗୁଡା ଏୟାରପୋର୍ଟରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏୟାର କାର୍ଗୋ ସେବା ଆରମ୍ଭ ଦିଗରେ ଆଲୋଚନା ହୋଇଛି ।

