ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

ପଠାନକୋଟରେ ମିଳିଲା ପାକିସ୍ତାନୀ ବୋଟ, ସୁରକ୍ଷା ଏଜେନ୍ସି ଆଲର୍ଟ

ପଠାନକୋଟରେ ମିଳିଲା ପାକିସ୍ତାନୀ ବୋଟ, ସୁରକ୍ଷା ଏଜେନ୍ସି ଆଲର୍ଟ
  • 41d
  • 0 views
  • 4 shares

ପଠାନକୋଟ: ପଠାନକୋଟରେ ବୁଧବାର ଏକ ପାକିସ୍ତାନୀ ନୌକା ମିଳିବା ପରେ ସୁରକ୍ଷା ଏଜେନ୍ସି ଆଲର୍ଟ ହୋଇଯାଇଛି । ଭାରତ-ପାକିସ୍ତାନ ସୀମା ନିକଟରେ ଥିବା ତରନାହ ଅଂଚଳରେ ଏହି ବୋଟଟି ମିଳିଛି । ସ୍ଥାନୀୟ ପୋଲିସ ଏବଂ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି । ବୋଟରେ କୌଣସି ଚିହ୍ନ କିମ୍ବା ଲେଖା ନାହିଁ ।

ଅଧିକ ପଢନ୍ତୁ
TheTruths
TheTruths

ଓମିକ୍ରନ ଭୟ : ଏଣିକି 'ଏୟାର ସୁବିଧା' ପୋର୍ଟାଲରେ ସେଲ୍ଫ ଡିକ୍ଲାରେସନ ବାଧ୍ୟତାମୂଳକ

ଓମିକ୍ରନ ଭୟ : ଏଣିକି 'ଏୟାର ସୁବିଧା' ପୋର୍ଟାଲରେ ସେଲ୍ଫ ଡିକ୍ଲାରେସନ ବାଧ୍ୟତାମୂଳକ
  • 2hr
  • 0 views
  • 3 shares

ବାହାର ରାଷ୍ଟ୍ରରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ନୂଆ ଗାଇଡ଼ଲାଇନ ଆଣିଲା କେନ୍ଦ୍ର

ନୂଆଦିଲ୍ଲୀ : ବିମାନ ଚଳାଚଳ ମନ୍ତ୍ରଣାଳୟ (ଏମଓସିଏ) ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାରତରେ ଅନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି । ସମସ୍ତ ଆନ୍ତର୍ଜାତିକ ଆଗମନ ପାଇଁ କେନ୍ଦ୍ର ସରକାର 'ଏୟାର ସୁବିଧା' ପୋର୍ଟାଲରେ ସେଲ୍ଫ ଡିକ୍ଲାରେସନକୁ ବାଧ୍ୟତାମୂଳକ ଘୋଷଣା କରିଛି ।

ଅଧିକ ପଢନ୍ତୁ
NEWS7
NEWS7

ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ

ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • 1hr
  • 0 views
  • 2 shares

ଭୁବନେଶ୍ୱର ୦୮।୧୨: ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର । ୨୦୨୧ ପାଇଁ ଅସାମର କବି ନୀଳମଣି ଫୁକନ ଏବଂ ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ଦିଆଯିବ ସମ୍ମାନ । ଏନେଇ ଘୋଷଣା ହୋଇଛି ।

ଖବର ଅନୁଯାୟୀ, ଖ୍ୟାତନାମା ଅହମୀୟା କବି ନିଳମଣୀ ଫୁକନ ଏବଂ କୋଙ୍କଣୀ ସାହିତ୍ୟିକ ଦାମୋଦର ମୌଜୋଙ୍କୁ ଜ୍ଞାନପୀଠ ସମ୍ମାନରେ ସମ୍ମାନିତ କରାଯିବ ।

ଅଧିକ ପଢନ୍ତୁ

No Internet connection

Link Copied