ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ମିଳିଲା ସ୍କୁଲ ଅଫ୍ ଏମିନେନ୍ସ ଆଓ୍ବାର୍ଡ

ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ମିଳିଲା ସ୍କୁଲ ଅଫ୍ ଏମିନେନ୍ସ ଆଓ୍ବାର୍ଡ
  • 41d
  • 0 views
  • 8 shares

ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ମିଳିଛି ସ୍କୁଲ ଅଫ୍ ଏମିନେନ୍ସ ଆଓ୍ବାର୍ଡ । ଏଜୁକେଶନ ଓ୍ବାର୍ଲଡର ଏ++ ସର୍ବୋଚ୍ଚ ସମ୍ମାନ 'ସ୍କୁଲ ଅଫ୍ ଏମିନେନ୍ସ ଆଓ୍ବାର୍ଡ ୨୦୨୧-୨୨ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ପ୍ରଦାନ କରାଯାଇଛି । ଦେଶର କୋଣ ଅନୁକୋଣରୁ ୭୧୬ଟି ସ୍କୁଲ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ଅଧିକ ପଢନ୍ତୁ
sakalakhabar.com
sakalakhabar.com

ସୂର୍ଯ୍ୟାସ୍ତ ପରେ ଏହିସବୁ କାର୍ଯ୍ୟ କରୁଛନ୍ତି କି ? ଆସି ପାରେ ଆପଣଙ୍କ ଜୀବନରେ ବଡ଼ ବିପତି

ସୂର୍ଯ୍ୟାସ୍ତ ପରେ ଏହିସବୁ କାର୍ଯ୍ୟ କରୁଛନ୍ତି କି ? ଆସି ପାରେ ଆପଣଙ୍କ ଜୀବନରେ ବଡ଼ ବିପତି
  • 21hr
  • 0 views
  • 118 shares

ସୂର୍ଯ୍ୟ ଅସ୍ତ ହେଲାପରେ ଗୋଟିଏ ଦିନର ସମାପ୍ତି ଘଟିଥାଏ । ସୂର୍ଯ୍ୟ ଅସ୍ତ ହେବା ମାତ୍ରକେ ଆମେମାନେ ଏଭଳି କିଛି କାର୍ଯ୍ୟ କରିବା ଉଚିତ୍ ନୁହେଁ ଯାହା ଆମର ଜୀବନ ଉପରେ ଖରାପ୍ ପ୍ରଭାବ ପକାଇବ । ହିନ୍ଦୁ ଧର୍ମରେ ଆମ ଜୀବନ ଅନେକ ନୀତି ନିୟମକୁ ନେଇ ପରିଚାଳିତ । ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ ସବୁ କରିବା ଉଚିତ୍ ନୁହେଁ ।

ଅଧିକ ପଢନ୍ତୁ
NEWS7
NEWS7

ଆଉ ନାହାନ୍ତି କୋଭିସିଲ୍ଡର ନିର୍ମାତା ଡଃ. ସୁରେଶ ଯାଦବ

ଆଉ ନାହାନ୍ତି କୋଭିସିଲ୍ଡର ନିର୍ମାତା ଡଃ. ସୁରେଶ ଯାଦବ
  • 5hr
  • 0 views
  • 38 shares

ନୂଆଦିଲ୍ଲୀ ୦୮/୧୨ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଡଃ. ସୁରେଶ ଯାଦବଙ୍କର ପରଲୋକ ହୋଇଛି।ବୁଧବାର, ଡିସେମ୍ବର ୮ ସାୟଦ୍ରି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ମୃତ୍ୟୁ ବେଳକୁ ୭୨ ବର୍ଷ ହୋଇଥିଲା। ସେ ବହୁତ ଦିନ ହେଲା ରୋଗାକ୍ରାନ୍ତ ଥିଲେ ।

ଅଧିକ ପଢନ୍ତୁ

No Internet connection

Link Copied