Dailyhunt
ଟିକା ନେଲେ ମୋହନ ଭଗବତ ଓ ଭୟାଜୀ ଯୋଶୀ

ଟିକା ନେଲେ ମୋହନ ଭଗବତ ଓ ଭୟାଜୀ ଯୋଶୀ

ନାଗପୁର: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଗଠନର ମୁଖ୍ୟ (ଆରଏସଏସ) ମୋହନ ଭଗବତ ଏବଂ ସାଧାରଣ ସମ୍ପାଦକ ସୁରେଶ ଭାୟାଜୀ ଯୋଶୀ ଜାତୀୟ କର୍କଟ ପ୍ରତିଷ୍ଠାନରେ କରୋନା ଟିକା ନେଇଛନ୍ତି।

ଭାରତରେ କରୋନା ଟୀକାକରଣର ତୃତୀୟ ପର୍ଯ୍ୟାୟ ମାର୍ଚ୍ଚ ୧ରେ ଆରମ୍ଭ ହୋଇଥିଲା। ଯେଉଁଥିରେ ୬୦ ବର୍ଷରୁ ଅଧିକ ଲୋକ ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ବ (ଦୁରାରୋଗ୍ୟରେ) ପିଡିତ ଲୋକଙ୍କୁ ଏହି ଟିକା ଦିଆଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia