ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

ୟୁଟ୍ୟୁବ୍ ଭିଡିଓ ଦେଖି ଶିଶୁକୁ ଜନ୍ମ ଦେଲେ ୧୭ ବର୍ଷିୟା ଯୁବତୀ

ୟୁଟ୍ୟୁବ୍ ଭିଡିଓ ଦେଖି ଶିଶୁକୁ ଜନ୍ମ ଦେଲେ ୧୭ ବର୍ଷିୟା ଯୁବତୀ
  • 41d
  • 0 views
  • 183 shares

ନୂଆଦିଲ୍ଲୀ: କେରଳର ଜଣେ ୧୭ ବର୍ଷର ଝିଅ ୟୁଟ୍ୟୁବ୍ ଭିଡିଓ ଦେଖି ତାଙ୍କ ଘରେ ଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ତାଙ୍କ ପିତାମାତା ତାଙ୍କ ଗର୍ଭଧାରଣ ବିଷୟରେ କିଛି ଜାଣି ନଥିବା ଜଣାପଡ଼ିଛି।

ଏହି ଘଟଣା କେରଳର ମାଲାପୁରାମ ଜିଲ୍ଲାରେ ଘଟିଛି ଯେଉଁଠାରେ ୧୭ ବର୍ଷର ଝିଅଟି ଅକ୍ଟୋବର ୨୦ରେ ଗୋଟିଏ ଶିଶୁକୁ ଜନ୍ମ ଦେଇଛନ୍ତି।

ଅଧିକ ପଢନ୍ତୁ
The Satyadrasta
The Satyadrasta

ଦାନ୍ତ ସମସ୍ୟା ଠାରୁ ଆରମ୍ଭ କରି ବାନ୍ତି ପର୍ଯ୍ୟନ୍ତ ସବୁଥି ପାଇଁ ଲାଭକାରୀ ହୋଇଥାଏ ସୁପାରୀ

ଦାନ୍ତ ସମସ୍ୟା ଠାରୁ ଆରମ୍ଭ କରି ବାନ୍ତି ପର୍ଯ୍ୟନ୍ତ ସବୁଥି ପାଇଁ ଲାଭକାରୀ ହୋଇଥାଏ ସୁପାରୀ
  • 4hr
  • 0 views
  • 6 shares

ସାଧାରଣତଃ ପାନ କିମ୍ବା ଗୁଟ୍ଖା ସହିତ ହିଁ ଆମେ ସୁପାରୀ ବା ଗୁଆ ଖାଇଥାଉ । ହିନ୍ଦୁ ଧର୍ମରେ ବିଭିନ୍ନ ପୂଜା ପାଠରେ ବି ଗୋଟା ଗୁଆର ବ୍ୟବହାର କରାଯାଇଥାଏ । କିନ୍ତୁ କଣ ଆପଣ ଜାଣନ୍ତିକି ଏହି ଗୁଆରେ ଅନେକ ପୋଷାକ ତତ୍ତ୍ୱ, ଆଣ୍ଟି ଆକ୍ସିଡେଣ୍ଟ ସମେତ ଅନେକ ଔଷଧୀୟ ଗୁଣମାନ ଭରି ରହିଛି । ଔଷଧୀୟ ଗୁଣରେ ଭରପୁର ଗୁଆରେ ଅନେକ ରୋଗ ସହିତ ଲଢ଼ିବାର ବି ଶକ୍ତି ରହିଛି ।

ଅଧିକ ପଢନ୍ତୁ
ନନ୍ଦିଘୋଷ TV
ନନ୍ଦିଘୋଷ TV

ଦିଲ୍ଲୀ ଅଣାଯିବ ବିପିନ୍ ରାୱତଙ୍କ ପାର୍ଥିବ ଶରୀର, ଶୁକ୍ରବାର ଶେଷକୃତ୍ୟ

ଦିଲ୍ଲୀ ଅଣାଯିବ ବିପିନ୍ ରାୱତଙ୍କ ପାର୍ଥିବ ଶରୀର, ଶୁକ୍ରବାର ଶେଷକୃତ୍ୟ
  • 7hr
  • 0 views
  • 4 shares

ନୂଆଦିଲ୍ଲୀ: ବିପିନଙ୍କ ପରଲୋକ ଭାରତରେ ବୀରତ୍ୱର ଏକ ଯୁଗ ଅବସାନ ଘଟିଛି । ଆଜି ତାମିଲନାଡ଼ୁର କନ୍ନୁର ନିକଟରେ ବାୟୁ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚିଫ୍ ଅଫ୍ ଡିଫେନ୍ସ ବିପିନ୍ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସହ ୧୩ ଜଣଙ୍କ ଅକାଳ ମୃତ୍ୟୁ ହୋଇଛି । ସ୍ତବ୍ଦ ହୋଇଯାଇଛି ପୂରା ଦେଶ ।

ଅଧିକ ପଢନ୍ତୁ

No Internet connection

Link Copied