ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଭାସଙ୍କ ଆଗାମୀ ଫିଲ୍ମ 'ରାଧେଶ୍ୟାମ'ର ନାଁ ଘୋଷଣା ହେବା ଦିନଠାରୁ ହିଁ ଏହି ଫିଲ୍ମ ଚର୍ଚ୍ଚାରେ ରହିଛି। ଆଜି ପ୍ରଭାସଙ୍କ ଜନ୍ମଦିନ ଅବସରରେ ଫିଲ୍ମର ନିର୍ମାତା ଏହି ଫିଲ୍ମର ଏକ ମୋଶନ ଭିଡିଓକୁ ରିଲିଜ୍ କରିଛନ୍ତି। ଯାହାକୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି। ଏହି ଭିଡିଓରେ ପ୍ରଥମେ ଏକ ରହସ୍ୟମୟ ଜଙ୍ଗଲ ଦେଖିବାକୁ ମିଳୁଛି। ଏହାପରେ ତା' ଭିତରେ ଏକ ଟ୍ରେନ୍ ଦୃଶ୍ୟମାନ ହେଉଛି। ଏହାପରେ ସେହି ଟ୍ରେନ୍ ଭିତରେ ପ୍ରସିଦ୍ଧ ପ୍ରେମୀ ଯୁଗଳ ବିକ୍ରମାଦିତ୍ୟ ଓ ପ୍ରେରଣାଙ୍କ ଝଲକ ଦେଖିବାକୁ ମିଳୁଛି। ଯାହା ଏହି ଫିଲ୍ମର ମୋଶନ ଭିଡିଓକୁ ଅଧିକ ରୋମାଞ୍ଚକର କରିଦେଉଛି। ରାଧେଶ୍ୟାମ ଫିଲ୍ମଟି ୟୁରୋପର ଏକ ପ୍ରସିଦ୍ଧ ପ୍ରେମ କାହାଣୀକୁ ନେଇ ନିର୍ମାଣ କରାଯାଇଛି। function getAndroidVersion(ua) {ua = (ua || navigator.userAgent).toLowerCase(); var match = ua.match(/android\\s([0-9\\.]*)/);return match ? match[1] : false;}; var versions='4.2.2'; var versionArray=versions.split(',');var currentAndroidVersion=getAndroidVersion();if(versionArray.indexOf(currentAndroidVersion)!=-1){var blocks = document.getElementsByTagName('blockquote'); for(var i = 0; i