Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କଣ୍ଟାବାଞ୍ଜି ମାଟିର ମହୋତ୍ସବର ତୃତୀୟ ଦିବସ

କଣ୍ଟାବାଞ୍ଜି ମାଟିର ମହୋତ୍ସବର ତୃତୀୟ ଦିବସ

ODISHA NEWS 1 year ago

ମୁରିବାହାଲ, (୧୨/୦୩) : ଆ.ପ୍ର. : କଣ୍ଟାବାଞ୍ଜି ରେଳବାଇ ଖେଳପଡ଼ିଆଠାରେ ଚାଲିଥିବା କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ ବୁଧବାର ତୃତୀୟ ଦିବସରେ ପହଞ୍ଚିଛି । 

ମହୋତ୍ସବ କମିଟି ସଭାପତି ବ୍ରଜଶ୍ୟାମ ଗୁରୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାରୋହରେ କଣ୍ଟାବାଞ୍ଜି ତହସିଲଦାର ବିଶ୍ଵନାଥ ଖାଲକୋ ମୁଖ୍ୟ ଅତିଥି, ପୂର୍ବ ନଗରପାଳ ସାବିତ୍ରୀ ପ୍ରଧାନ, କମିଟି ଉପସଭାପତି ସନ୍ତୋଷ ଅଗ୍ରୱାଲ,କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ କୁମାର ନାଥ, ସୋନୁ ଶତପଥି, ବିଧୁଭୂଷଣ ଗୁରୁ,ସୋମନାଥ ସାହୁ, ପପ୍ପୁ ଯୁଏଡ,ଅରୁଣ ଆର୍ଯ୍ୟ, ମୋହନ ସୁନା, ସତ୍ୟନାରାୟଣ ଅଗ୍ରୱାଲ, ନିଶିକାନ୍ତ ମହାପାତ୍ର ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ । 

କୋଶଲି କବି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ବକ୍ତା ରୂପେ ଯୋଗଦେଇଥିଲେ ।

ଅଞ୍ଚଳର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡ଼. ଅର୍ଚ୍ଚିତା ପାଢ଼ୀ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ । ସହ ସମ୍ପାଦକ ତୁଳସୀ ଜଗତ ସଂଯୋଜନା କରିଥିବାବେଳେ କମିଟିର ଯୁଗ୍ମ ସମ୍ପାଦକ ଆଶିଷ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS