Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କାଶୀନଗର ସଡକ ଦୁର୍ଘଟଣା ରେ ୪ ଆହତ

କାଶୀନଗର ସଡକ ଦୁର୍ଘଟଣା ରେ ୪ ଆହତ

ODISHA NEWS 1 year ago

କାଶୀନଗର, (୨୦/୩) : ଆ.ପ୍ର. : ଗତ କାଲି ରାତ୍ରି ରେ ଏକ ମର୍ମାନ୍ତୁଦ ସଡକ ଦୁର୍ଘଟଣା ଘଟି ୪ ଲୋକ ଆହତ ହୋଇଛନ୍ତି l 

କାଶୀନଗର ଥାନା ଅଂଚଳ ର କିତିଙ୍ଗି ଠାରୁ ଗରିବନ୍ଧା ଯିବା ରାସ୍ତାରେ ଏକ ମୋଟର ସାଇକେଲ ଦୁର୍ଘଟଣା ର ବଶବର୍ତ୍ତୀ ହୋଇ ଚାରିଜଣ ଲୋକ ଆହତ ହୋଇଛନ୍ତି l ଏହି ଖବର ପାଇ ଅଗ୍ନିଶମ ବିଭାଗ ସମସ୍ତ ଆହତଙ୍କୁ କାଶୀନଗର ଡାକ୍ତରଖାନା ରେ ଭର୍ତି କରିଛନ୍ତି l Ap 03 3554 ମୋଟର ସାଇକେଲ ଟି ଦୁର୍ଘଟଣା  ଗ୍ରସ୍ତ ହୋଇଛି l 

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS