Odisha Reporter

ଇଣ୍ଟରନେଟରେ ମର୍ଡ଼ର ପ୍ଲାନ ଦେଖି ନିଜ ଛୁଆକୁ ମାରିଦେଲା ମା'

ଇଣ୍ଟରନେଟରେ ମର୍ଡ଼ର ପ୍ଲାନ ଦେଖି ନିଜ ଛୁଆକୁ ମାରିଦେଲା ମା'
  • 90d
  • 0 views
  • 0 shares

ଇଣ୍ଡୋର: ମା ସାଜିଲା ଡାହାଣୀ। ନିଜ ୩ ମାସର ନିଷ୍ପାପ ଶିଶୁକୁ ନିଜେ ବୁଡ଼ାଇ ହତ୍ୟା କଲା। ଅନ୍‌ଲାଇନ୍‌ରେ ମର୍ଡ଼ର ପ୍ଲାନ୍ ଦେଖି ନିଜେ ମା ସାଜିଲା ପିଶାଚୀ। ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଉଜ୍ଜୟନ ଜିଲ୍ଲାର ମୁଖ୍ୟାଳୟ ଠାରୁ ୭୫ କିମି ଦୂରରେ ଘଟିଛି । ଅକ୍ଟୋବର ୧୨ରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଶୁକ୍ରବାର ଅଭିଯୁକ୍ତ ମହିଳାଙ୍କୁ ପୁଲିସ ଗିରଫ କରିଛି।

ଅଧିକ ପଢନ୍ତୁ
ସମ୍ବାଦ

ମହାନଦୀ ବ୍ରିଜରେ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମହାନଦୀ ବ୍ରିଜରେ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • 7hr
  • 0 views
  • 16 shares

ଭୁବନେଶ୍ୱର: ଆଜି ଭୋରରୁ ସୋନପୁର ମହାନଦୀ ବ୍ରିଜ୍ ଉପରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଅଧିକ ପଢନ୍ତୁ
ଓଡିଶା  ଭାସ୍କର
ଓଡିଶା ଭାସ୍କର

କ୍ରିକେଟ ଫ୍ୟାନ ନିରାଶ: ବାରବାଟୀରେ ହେବନି ୱେଷ୍ଟଇଣ୍ଡିଜ ମ୍ୟାଚ, ପରିବର୍ତ୍ତିତ ସୂଚୀ ଜାରି କଲା BCII

କ୍ରିକେଟ ଫ୍ୟାନ ନିରାଶ: ବାରବାଟୀରେ ହେବନି ୱେଷ୍ଟଇଣ୍ଡିଜ ମ୍ୟାଚ, ପରିବର୍ତ୍ତିତ ସୂଚୀ ଜାରି କଲା BCII
  • 7hr
  • 0 views
  • 10 shares

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାରବାଟୀରେ ଖେଳାଯିବନି ଭାରତ ଏବଂ ୱେଷ୍ଟଇଣ୍ଡିଜ ଟି-୨୦ ମୁକାବିଲା । କୋଭିଡକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ଗସ୍ତ କାର୍ଯ୍ୟସୂଚନୀ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଦୁଇଟି ଭେନ୍ୟୁରେ ଦିନିକିଆ ଏବଂ ଟି-୨୦ ଶୃଙ୍ଖଳା ଖେଳାଯିବ । ପୂର୍ବରୁ ଫେବୃୟାରୀ ୧୫ ତାରିଖରେ କଟକରେ ଟି-୨୦ ମୁକାବିଲା ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା ।

ଅଧିକ ପଢନ୍ତୁ

No Internet connection

Link Copied